ସରକାରୀ ଅଧିକାରୀ ନା ଲୋକାଲ ଗୁଣ୍ଡା ? | Odisha Reporter
Advertisment
5T ଅଧୀନରେ କାମ ଚାଲିଛି। ହେଲେ ସେଥିରେ ମଧ୍ୟ ନିମ୍ନମାନର କାମ ହେଉଛି। ଯାହାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ ଘୋଷାରି ଆଣି ମାଡ଼ି ବସି ମାଡ଼ ମାରିଲେ ପୂର୍ତ୍ତ ବିଭାଗର ଏସ୍ଡିଓ। ବଲାଙ୍ଗିର ଜିଲ୍ଲାରୁ ଆସିଛି ଏସ୍ଡିଓଙ୍କ ଏପରି ଦାଦାଗିରି ଭିଡିଓ। ଯାହା ଏବେ ସୋଶାଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଏନେଇ ଉଭୟ ପକ୍ଷ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us