Advertisment

ଛାତ୍ରୀଙ୍କୁ ଅସଦାଚରଣ ଅଭଯୋଗରେ ଏସ୍‌ସିବି ମେଡିକାଲ ନିଶ୍ଚେତକ ବିଭାଗ ଡାକ୍ତର ଗିରଫ

କଟକ: ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭଯୋଗରେ କଟକ ଏସ୍‌ସିବି ମେଡିକାଲ ନିଶ୍ଚେତକ ବିଭାଗ ମୁଖ୍ୟ ଡାକ୍ତର ଲକ୍ଷ୍ମୀପ୍ରସାଦ ଦାସଙ୍କୁ ଗିରଫ କରାଯାଇଛି। ପିଜି ପ୍ରଥମ ବର୍ଷର ଛାତ୍ରୀ ବିଭାଗୀୟ ମୁଖ୍ୟ ଲକ୍ଷ୍ମୀପ୍ରସାଦଙ୍କ ନାମରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏ ନେଇ ଗତ ସୋମବାର ସେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷେ ଗିରଫ ଡାକ୍ତରଙ୍କ ପତ୍ନୀ […]

ଛାତ୍ରୀଙ୍କୁ ଅସଦାଚରଣ ଅଭଯୋଗରେ ଏସ୍‌ସିବି ମେଡିକାଲ ନିଶ୍ଚେତକ ବିଭାଗ ଡାକ୍ତର ଗିରଫ

scb-docter-laxmiprasad

Advertisment

କଟକ: ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭଯୋଗରେ କଟକ ଏସ୍‌ସିବି ମେଡିକାଲ ନିଶ୍ଚେତକ ବିଭାଗ ମୁଖ୍ୟ ଡାକ୍ତର ଲକ୍ଷ୍ମୀପ୍ରସାଦ ଦାସଙ୍କୁ ଗିରଫ କରାଯାଇଛି। ପିଜି ପ୍ରଥମ ବର୍ଷର ଛାତ୍ରୀ ବିଭାଗୀୟ ମୁଖ୍ୟ ଲକ୍ଷ୍ମୀପ୍ରସାଦଙ୍କ ନାମରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏ ନେଇ ଗତ ସୋମବାର ସେ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ। ଏତଲା ଆଧାରରେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷେ ଗିରଫ ଡାକ୍ତରଙ୍କ ପତ୍ନୀ ଏହାକୁ ଷଡଯନ୍ତ୍ର ବୋଲି କହିଛନ୍ତି। ପାଠପଢାକୁ ନେଇ ତାଗିତ୍‌ ଯୋଗୁଁ ଅନ୍ୟମାନଙ୍କ ପ୍ରରୋଚନାରେ ଆସି ଛାତ୍ରୀ ଜଣଙ୍କ ଏଭଳି ଅଭିଯୋଗ ଆଣିଥିବା ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe