ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚାଲାଣ | Odisha Reporter
Advertisment
ଲମତାପୁଟ: ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ। ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚାଲାଣ କରି ଧରାପଡିଲେ ଚାଲାଣକାରୀ। ସୀମାନ୍ତ ଆନ୍ଧ୍ରରୁ ପଶ୍ଚିମବଙ୍ଗ ଚାଲାଣ ବେଳେ ଗଞ୍ଜେଇ ଧରାପଡିଥିବା ନେଇ ସୂଚନା ମିଳିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୮ କେଜି ଗଞ୍ଜେଇ ଜବତ କରିଛି ପାଡୁଆ ପୁଲିସ୍।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us