Advertisment

ଅଶାନ୍ତ ରାଜଧାନୀ; ଫୁଟିଲା ବୋମା

ଗତ ଗୁରୁବାର ଏକ ବଚସାକୁ ନେଇ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Bomb blast

Bomb blast

Advertisment

ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ବୋମା। ସହିଦନଗର ୱିନର୍ସ ଆସୋସିଏସନ ପାଖରେ ବୋମାମାଡ଼ ହୋଇଛି। ରାତି ପ୍ରାୟ ୧୧ଟା ସମୟରେ ୩୦ରୁ ୪୦ ଯୁବକ ସଂଘବଦ୍ଧ ଭାବେ ଆସି ବୋମା ମାଡ଼ କରିଥିବା ଅଭିଯୋଗ ହୋଇଛି। ବୋମା ମାଡ଼ରେ ଗୋଟିଏ କାର୍, ଗୋଟିଏ ବାଇକ୍ ନଷ୍ଟ ହୋଇଯାଇଛି।

Advertisment

ବୋମା ମାଡ଼ପରେ ଯୁବକମାନେ ଧମକପୂର୍ଣ୍ଣ ବାର୍ତ୍ତା ଦେଇ ଚାଲିଯାଇଛନ୍ତି। ସହିଦନଗର ପୁଲିସ ଘଟଣାର ଛାନଭିନ୍ ଚଳାଇଛି। ସିସିଟିଭି ଫୁଟେଜରୁ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି।

 ଦୁର୍ବୃତ୍ତମାନେ କେଉଁ କାରଣ ପାଇଁ ବୋମାମାଡ଼ କଲେ ତାହାର କାରଣ ଜଣାପଡ଼ିନାହିଁ।  ଗତ ଗୁରୁବାର ଏକ ବଚସାକୁ ନେଇ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି। 

Advertisment
Bhubaneswar Bomb Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe