Advertisment

ସେକ୍ସ ରାକେଟ ଠାବ: ୧୪ ଗିରଫ, ୧୩ ଯୁବତୀ ଉଦ୍ଧାର

ଶନିବାର ବିଳମ୍ବିତ ରାତିରେ ଝାରସୁଗୁଡ଼ା ଟାଉନ ଥାନା ପୁଲିସର ଟିମ୍ ଏକ ହୋଟେଲରେ ଚଢ଼ାଉ କରିଥିଲା।

Accused

Accused

Advertisment

ଝାରସୁଗୁଡ଼ାରେ ଠାବ ହୋଇଛି ସେକ୍ସ ରାକେଟ। ଝାରସୁଗୁଡ଼ାର ପଞ୍ଚପଡ଼ା ସ୍ଥିତ ଏକ ହୋଟେଲରେ ଶନିବାର ବିଳମ୍ବିତ ରାତିରେ ପୁଲିସ ଚଢ଼ାଉ କରି ଏହି ସେକ୍ସ ରାକେଟକୁ ଠାବ କରିଛି। ପୁଲିସ ଉକ୍ତ ହୋଟେଲରୁ ୧୪ ଜଣ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ୧୩ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି।

Advertisment

ଝାରସୁଗୁଡ଼ା ଟାଉନ ଥାନା ପୁଲିସ ପକ୍ଷରୁ ଏକ ଟିମ୍ ଏହି ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ହୋଟେଲରୁ ପୁଲିସ ଅନେକ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ କରିଛି।

Police Sex Racket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe