ଅଦ୍ୟତନ ହୋଇଛି
ପୁଲିସ ପଞ୍ଝାରୁ ଖସିଗଲା ରାଣୀ ମହୁମାଛି | Odisha Reporter
Advertisment
ରାଜଧାନୀ ଭୁବନେଶ୍ୱରର ରାଣୀ ମହୁମାଛି ବଲାଙ୍ଗିର ଟାଉନ୍ରେ ମେଲାଇଥିଲେ ଦେହ ବେପାରର ପସରା। ଯୋଗାଉଥିଲେ ସୁନ୍ଦରୀ ସୁନ୍ଦରୀ ଯୁବତୀ! ଆଉ ଦେଉଥିଲେ ଦେହର ସୁଖ। ସେଥିପାଇଁ ଲାଗୁଥିଲା ଗ୍ରାହକଙ୍କ ଭିଡ। ସଞ୍ଜ ନଇଁ ଆସିଲେ ଭଡ଼ା ଘରେ ଲାଗୁଥିଲା ଗ୍ରାହକଙ୍କ ପ୍ରବଳ ଭିଡ଼। ରବିବାର ବିଳମ୍ୱିତ ରାତିରେ ସେହି ଘରେ ପୁଲିସ୍ ଚଢ଼ଉ କରି ୪ ଯୁବତୀ ଓ ୪ ଗ୍ରାହକଙ୍କୁ ଉଦ୍ଧାର କରିଛି। ହେଲେ ଚମ୍ପଟ ମାରିଛନ୍ତି ରାଣୀ ମହୁମାଛି ଓ ତାଙ୍କ ପୁରୁଷ ବନ୍ଧୁ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us