Advertisment

ଏକୁଟିଆ ଚାମ୍ୱରକୁ ଡାକୁଛନ୍ତି !

ରାଜ୍ୟ ସରକାର ସବୁ କଥାରେ ମହିଳାଙ୍କୁ ସମ୍ମାନ ଦେଉଥିବା କଥା କହି ବାହା ବାହା ନେଉଛନ୍ତି । ଏପରିକି ମିଶନଶକ୍ତିକୁ ସବୁ ସ୍ଥାନରେ ପ୍ରୋତ୍ସାହନ ଦେବା କଥା ବି କହୁଛନ୍ତି ।

author-image
Manoj Swain

ରାଜ୍ୟ ସରକାର ସବୁ କଥାରେ ମହିଳାଙ୍କୁ ସମ୍ମାନ ଦେଉଥିବା କଥା କହି ବାହା ବାହା ନେଉଛନ୍ତି । ଏପରିକି ମିଶନଶକ୍ତିକୁ ସବୁ ସ୍ଥାନରେ ପ୍ରୋତ୍ସାହନ ଦେବା କଥା ବି କହୁଛନ୍ତି । ହେଲେ ତଳ ସ୍ତରରେ ମିଶନଶକ୍ତିର ମହିଳା ମାନେ ଆଣିଛନ୍ତି ସଂଘାତିକ ଅଭିଯୋଗ । ଆଉ ଏହା ପରେ ସରକାରଙ୍କ ଏହି ସ୍ଲୋଗାନ ଏବେ ଧୂଆଁବାଣରେ ପରିଣତ ହୋଇଛି ।

Advertisment
Odisha Khorda