Advertisment

କାଳ ହେଲା ସ୍ତ୍ରୀ'ର ଚାକିରୀ, ଜୀବନ ହାରିଲେ ପତିପତ୍ନୀ

ପତ୍ନୀଙ୍କ ଚାକିରିରେ ସନ୍ତୁଷ୍ଟ ନ ଥିଲେ ସ୍ୱାମୀ। ସବୁବେଳେ ଚାକିରି ଛାଡ଼ିବାକୁ ବାଧ୍ୟ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ଲାଗି ରହୁଥିଲା କଳହ।

author-image
Manoj Swain
ଅଦ୍ୟତନ ହୋଇଛି

ପତ୍ନୀଙ୍କ ଚାକିରିରେ ସନ୍ତୁଷ୍ଟ ନ ଥିଲେ ସ୍ୱାମୀ। ସବୁବେଳେ ଚାକିରି ଛାଡ଼ିବାକୁ ବାଧ୍ୟ କରୁଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ କିଛି ଦିନ ହେବ ଲାଗି ରହୁଥିଲା କଳହ। ଆଉ ଶେଷରେ ଏକ ଦୋକାନ ଘରୁ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି। ପତ୍ନୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ବେଳେ ସ୍ୱାମୀଙ୍କ ମୃତଦେହ ଚଟାଣରେ ପଡ଼ିଛି। ତେଣୁ ଏହା ଆତ୍ମହତ୍ୟା ନା ହତ୍ୟା ତାହା ସ୍ପଷ୍ଟ ହୋଇପାରୁନି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Ganjam Odisha Suicide