Advertisment

ବିଚ୍ ରାସ୍ତରେ ଡ୍ରାଇଭରକୁ ଗୁଳି ମାଡ଼

ପିକଅପ୍ ଭ୍ୟାନ୍ ଡ୍ରାଇଭରକୁ ରାସ୍ତା ଉପରେ ଦୁର୍ବୃତ୍ତ ମାନେ ଗୁଳିମାଡ଼ କରିଛନ୍ତି। ତେବେ ଗୁଳିମାଡ଼ର କାରଣ ଏବେ ଯାଏଁ ଜଣାପଡ଼ି ନାହିଁ।

Sundargarh

Sundargarh

Advertisment

ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ସବୁଠି ଉତ୍ସବ ମାହୋଲ। କିଏ ବଣଭୋଜିରେ ମାତିଥିବା ବେଳେ ଆଉ କିଏ ବୁଲାବୁଲିରେ ସମୟ ଅତିବାହିତ କରୁଛନ୍ତି। ହେଲେ ଏହି ଖୁସିର ମାହୋଲ ଭିତରେ ସୁନ୍ଦରଗଡ଼ରୁ ଆସିଛ ଏକ ଦୁଃଖଦ ଖବର। ବିଚ୍ ରାସ୍ତାରେ ଡ୍ରାଇଭରଙ୍କୁ ଗୁଳିମାଡ଼ ହୋଇଛି।

Advertisment

ସୁନ୍ଦରଗଡ଼ ବଡ଼ଗାଁ ଥାନା କିରିଙ୍ଗସିରା ଛକରେ ଦିନ ଦ୍ୱିପ୍ରହରରେ ଏଭଳି ଘଟଣା ଘଟିଛି। ପିକଅପ୍ ଭ୍ୟାନ୍ ଡ୍ରାଇଭରକୁ ରାସ୍ତା ଉପରେ ଦୁର୍ବୃତ୍ତ ମାନେ ଗୁଳିମାଡ଼ କରିଛନ୍ତି। ତେବେ ଗୁଳିମାଡ଼ର କାରଣ ଏବେ ଯାଏଁ ଜଣାପଡ଼ି ନାହିଁ।

ଗୁଳିମାଡ଼ରେ ଡ୍ରାଇଭ ସୁବାସ ନାଏକ ଗୁରୁତର ଆହାତ ହୋଛନ୍ତି। ତାଙ୍କ ବେକରେ ବାଜିଛି ଗୁଳି। ତାଙ୍କୁ ଗୁରୁତର ଅବସ୍ଥାରେ ବଡ଼ଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱସ୍ଥ୍ୟବସ୍ତା ଗୁରୁତା ହେବାରୁ ରାଉଲକେଲେ ସରକାରି ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। 

Advertisment
Shoot The Driver Sundargarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe