Advertisment

ଟୋଲ ଫି' ମାଗିବାରୁ ଗୁଳି ଫୁଟେଇଲେ

ପିପିଲି ଟୋଲ ପ୍ଲାଜାରେ ଟିକସ ଦେବା ନେବାକୁ ନେଇ ଯୁବକ ଓ ଟୋଲ୍ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

author-image
Manoj Swain

ଭୋର ପ୍ରାୟ 5ଟା ସମୟରେ କାରରେ ୭ ଜଣ ଦୁର୍ବୃତ୍ତ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ। ପିପିଲି ଟୋଲ ପ୍ଲାଜାରେ ଟିକସ ଦେବା ନେବାକୁ ନେଇ ଯୁବକ ଓ ଟୋଲ୍ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଯୁବକମାନେ ଟୋଲ୍ କର୍ମଚାରୀଙ୍କୁ ଟିକସ ପଇସା ଦେଇ ଗାଡ଼ି ଆଗକୁ ନେଇ ଆସିଥିଲେ। ପରେ ଜଣେ ଯୁବକ ଗାଡ଼ିରୁ ଓହ୍ଲାଇ ଫାଙ୍କା ଗୁଳିଚାଳନା କରିଥିଲେ।

Advertisment
Odisha Pipili Toll Plaza