Advertisment

ଟୋଲ ଫି' ମାଗିବାରୁ ଗୁଳି ଫୁଟେଇଲେ

ପିପିଲି ଟୋଲ ପ୍ଲାଜାରେ ଟିକସ ଦେବା ନେବାକୁ ନେଇ ଯୁବକ ଓ ଟୋଲ୍ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।

Advertisment

ଭୋର ପ୍ରାୟ 5ଟା ସମୟରେ କାରରେ ୭ ଜଣ ଦୁର୍ବୃତ୍ତ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ। ପିପିଲି ଟୋଲ ପ୍ଲାଜାରେ ଟିକସ ଦେବା ନେବାକୁ ନେଇ ଯୁବକ ଓ ଟୋଲ୍ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଯୁବକମାନେ ଟୋଲ୍ କର୍ମଚାରୀଙ୍କୁ ଟିକସ ପଇସା ଦେଇ ଗାଡ଼ି ଆଗକୁ ନେଇ ଆସିଥିଲେ। ପରେ ଜଣେ ଯୁବକ ଗାଡ଼ିରୁ ଓହ୍ଲାଇ ଫାଙ୍କା ଗୁଳିଚାଳନା କରିଥିଲେ।

Advertisment
Toll Plaza Odisha Pipili
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe