""
ଅପରାଧ ଓଡ଼ିଶା ଏସସି-ଏସଟି ମାମଲା: ପୁଲିସ୍ ଏସଆଇ ଓ ଇନ୍ସପେକ୍ଟରଙ୍କୁ ମିଳିଲା ଅଧିକ କ୍ଷମତା ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିବାରଣ) ଆଇନ-୧୯୮୯ର ଧାରା-୯ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାର ପୁଲିସ ଏସଆଇ ଓ ଇନ୍ସପେକ୍ଟର ପାହ୍ୟାର ଅଫିସରଙ୍କୁ ଏସସି-ଏସଟି ମାମଲାର ତଦନ୍ତ, ଗିରଫ ଓ କୋର୍ଟରେ କେସ୍ ରୁଜୁ ନିମନ୍ତେ କ୍ଷମତା ପ୍ରଦାନ କରିଛନ୍ତି । Ordigital Desk 31 Aug 2025 07:56 IST Read More ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest newsବର୍ତ୍ତମାନ ସବସ୍କ୍ରାଇବ କରନ୍ତୁ ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ