Advertisment

ଏସସି-ଏସଟି ମାମଲା: ପୁଲିସ୍ ଏସଆଇ ଓ ଇନ୍ସପେକ୍ଟରଙ୍କୁ ମିଳିଲା ଅଧିକ କ୍ଷମତା

ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିବାରଣ) ଆଇନ-୧୯୮୯ର ଧାରା-୯ରେ ପ୍ରଦତ୍ତ କ୍ଷମତାକୁ ଉପଯୋଗ କରି ରାଜ୍ୟ ସରକାର ପୁଲିସ ଏସଆଇ ଓ ଇନ୍ସପେକ୍ଟର ପାହ୍ୟାର ଅଫିସରଙ୍କୁ ଏସସି-ଏସଟି ମାମଲାର ତଦନ୍ତ, ଗିରଫ ଓ କୋର୍ଟରେ କେସ୍ ରୁଜୁ ନିମନ୍ତେ କ୍ଷମତା ପ୍ରଦାନ କରିଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe