ମା’ ତୁ ଆମକୁ ନେଇଯା’ | Odisha Reporter
ଯିଏ ଦେଖୁଛି ସେ ଆହା ପଦେ କହୁଛି । ହେବନି ବା କିପରି ? କଅଁଳ ଆଖିର ଲାଲ ଲୁହ, ପାଟିରୁ ବାହାରୁଥିବା ସେହି ଛାତିଥରା କାହାଣୀ, ମନକୁ ଆନ୍ଦୋଳିତ କରୁଥିବା ଏହି ଗୁଲୁଗୁଲିଆ ଚେହେରା, ଅନେକ କିଛି କହୁଛି । ବିସ୍କୁଟ ଦୁଇପଟ ଖାଇଦେବାରୁ ନିସ୍ତୁକ ମାଡ଼ ମାରିଲେ ସାବତ ମା' । ତେବେ ସାବତ ମା’ଙ୍କ ମାନସିକ ଓ ଶାରୀରିକ ନିର୍ଯାତନା ଅସହ୍ୟ ହେବାରୁ ଦୁଇ ଭାଇଭଉଣୀ ଘରୁ ଲୁଚି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
