Advertisment

ସାରଙ୍କ ବ୍ୟାଗରେ ଆସ୍କା 40

ମ୍ୟାଟ୍ରିକ ପ୍ରଶ୍ନପତ୍ର ଘରେ ରଖି ବିଦ୍ୟାଳୟକୁ ନ ଆସିବା ଘଟଣାର ଚର୍ଚ୍ଚିତ ପ୍ରଧାନଶିକ୍ଷକ 10 ଦିନ ପରେ ସ୍କୁଲ ଆସିଥିଲେ ।

Advertisment

ମ୍ୟାଟ୍ରିକ ପ୍ରଶ୍ନପତ୍ର ଘରେ ରଖି ବିଦ୍ୟାଳୟକୁ ନ ଆସିବା ଘଟଣାର ଚର୍ଚ୍ଚିତ ପ୍ରଧାନଶିକ୍ଷକ 10 ଦିନ ପରେ ସ୍କୁଲ ଆସିଥିଲେ । କିନ୍ତୁ ଆସିଲା ବେଳକୁ ଖାଲି ଆସିନଥିଲେ । ପେଟପୁରା ମଦ ପିଇଥିବାବେଳେ ବ୍ୟାଗରେ ଆସ୍କା 40 ଦୁଇ ବୋତଲ ଧରିକି ଆସିଥିଲେ।

Advertisment
Odisha Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe