Advertisment

'ଯୌତୁକ ପାଇଁ ମୋ ଭଉଣୀକୁ ମାରିଦେଲେ'

ବିବାହ ପରଠୁ ପ୍ରିୟଙ୍କାଙ୍କ ଶାଶୁ ଘର ଲୋକେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଫୋନ ଯୋଗେ ପରିବାରକୁ ଜଣାଇଥିଲେ ପ୍ରିୟଙ୍କା।

Advertisment

'ଅଷ୍ଟମଙ୍ଗୁଳାରୁ ମୋ’ ଭଉଣୀକୁ ପିଟାପିଟି କରୁଥିଲେ। ଆଉ ଶେଷରେ ତାକୁ ମାରିଦେଲେ।’ ରାଜଧାନୀର ଏୟାରଫିଲ୍ଡ ଥାନା ଅଞ୍ଚଳରେ ମଙ୍ଗଳବାର ଦିନ ଯୌତୁକ ରାକ୍ଷସ କବଳରେ ଜଣେ ମହିଳା ପଡ଼ିଥିବା ବେଳେ କୋହଭରା କଣ୍ଠରେ ଏପରି ତାଙ୍କ ଭଉଣୀ କହିଛନ୍ତି। ମୃତା ମହିଳାଜଣକ ହେଲେ ପ୍ରିୟଙ୍କା ମିଶ୍ର । ପ୍ରିୟଙ୍କାଙ୍କୁ ହତ୍ୟା ଅଭିଯୋଗରେ ପୁଲିସ୍ ତାଙ୍କ ସ୍ୱାମୀ ସୁରଜ୍ ଦାସଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ ବିବାହ ପରଠୁ ପ୍ରିୟଙ୍କାଙ୍କ ଶାଶୁ ଘର ଲୋକେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଫୋନ ଯୋଗେ ପରିବାରକୁ ଜଣାଇଥିଲେ ପ୍ରିୟଙ୍କା।

Advertisment
Dowry Death Bhubaneswar Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe