ଶିଶୁ ଚୋରି ଅଭିଯୋଗରେ ଜଣେ ଗିରଫ

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମହିପାଣି ଗାଁରେ ଏକ ଶିଶୁକୁ ଅପହରଣ କରି ଏକ ବୁଦା ମୂଳରେ ଲୁଚାଇ ରଖିବା ଅଭିଯୋଗରେ ପୋଲିସ ଜଣେ ଯାଦୁଗରକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଶିବଲାଲ ଜାନୀ । ତାଙ୍କ ଘର ବଲଶଙ୍ଗିର ଜିଲ୍ଲା ପାଟଣଶଗଡରେ ବୋଲି ଜଣାପଡିଛି । ଶିଶୁକନ୍ୟାଟଇ ଗାଁରେ ଖେଳୁଥିବା ବେଳେ ଶିବଲାଲ ତାକୁ ଉଠାଇ ନେଇ ଏକ ବୁଦା ମୂଳରେ ଲୁଚାଇ ରଖିଥିଲା । ଏ ବିଷୟରେ ଜଣାପଡିବା […]

sisu

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 06:07 PM IST

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ମହିପାଣି ଗାଁରେ ଏକ ଶିଶୁକୁ ଅପହରଣ କରି ଏକ ବୁଦା ମୂଳରେ ଲୁଚାଇ ରଖିବା ଅଭିଯୋଗରେ ପୋଲିସ ଜଣେ ଯାଦୁଗରକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଶିବଲାଲ ଜାନୀ । ତାଙ୍କ ଘର ବଲଶଙ୍ଗିର ଜିଲ୍ଲା ପାଟଣଶଗଡରେ ବୋଲି ଜଣାପଡିଛି । ଶିଶୁକନ୍ୟାଟଇ ଗାଁରେ ଖେଳୁଥିବା ବେଳେ ଶିବଲାଲ ତାକୁ ଉଠାଇ ନେଇ ଏକ ବୁଦା ମୂଳରେ ଲୁଚାଇ ରଖିଥିଲା । ଏ ବିଷୟରେ ଜଣାପଡିବା ପରେ ଶିଶୁ କନ୍ୟାର ମାଆ ଓ ଗ୍ରାମବାସୀ ପିଲାଟିକୁ ଉଦ୍ଧାର କରିବା ସହ ଶିବଲାଲକୁ ଧରି ପୋଲିସ ଜିମା ଦେଇଥିଲେ । ଏ ନେଇ ଜୟପାଟଣା ଥାନାରେ ଦଫା ୩୬୩ରେ ଏକ ମାମଲା (ନଂ. ୨୭୨/୧୫) ରୁଜୁ କରାଯାଇଛି ।

Related story