ମୋତିଆବିନ୍ଦୁ ଅପରେସନ କରିବାକୁ ଯାଇ ଆଖି ହରାଇଲେ ୬ଜଣ

୬ଜଣ ବୟସ୍କ.ରୋଗୀ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।ଭ

Bhadrak PhotoOR

ଭୁଲ୍ ଅସ୍ତ୍ରୋପଚାର ପାଇଁ ଏମାନଙ୍କୁ ଦେଖାଯାଉନାହିଁ

Tapaswini Nayak
  • Published: Thursday, 12 October 2023
  • Updated: 12 October 2023, 09:48 AM IST

Sports

Latest News

ଆଖିରେ ମୋତିଆବିନ୍ଦୁ ହୋଇଥିବାରୁ ଭଲ କରି ଦେଖାଯାଉନଥିଲା। ଅପରେସନ ପରେ ଭଲ କରି ଦେଖାଯିବ ବୋଲି ଭାବିଥିଲେ। ହେଲେ ଡାକ୍ତରଖାନାରେ ଭୁଲ୍ ଅସ୍ତ୍ରୋପଚାର ପାଇଁ ଆଖି ହରାଇଲେ ୬ଜଣ ବରିଷ୍ଠ ନାଗରିକ। ଭଦ୍ରକ ଜିଲ୍ଲାରେ ଏହି ଘଟଣା ଘଟିଛି।

ଭଦ୍ରକ ସହର ଡାହାଣୀ ଗଡିଆ ନିକଟରେ ଥିବା ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ଗତ ୨୮ରୁ ୩୦ତାରିଖ ମଧ୍ୟରେ ୬ ଜଣ ବୟସ୍କ ରୋଗୀଙ୍କର ମୋତିଆବିନ୍ଦୁ ଅପରେସନ କରାଯାଇଥିଲା। ତେବେ ଅପରେସନର କିଛି ଦିନ ପରେ ସମସ୍ତ ୬ ଜଣଯାକ ଦୃଷ୍ଟିଶକ୍ତି ହରାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ହସ୍ପିଟାଲ ପରିସରରେ ଗତକାଲି ଉତ୍ତେଜନା ପ୍ରକାଶ ପାଇଥିଲା। ପୁଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଉତ୍ତେଜନା ଥମିଥିଲା। ଏନେଇ ଭଦ୍ରକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ଆଖି ହରାଇଥିବା ୬ଜଣ ବୟସ୍କ.ରୋଗୀ।

Also Read

ଜଣେ ରୋଗୀ କହିଛନ୍ତି, ଆଖିରେ ମୋତିଆବିନ୍ଦୁ ହୋଇଥିବା ବେଳେ ଟିକେ ଟିକେ ଦେଖାଯାଉଥିଲା। ଅପରେସନ ପରେ ଆଉ ଦେଖାଯାଉ ନାହିଁ। ଏନେଇ ଡାକ୍ତରଙ୍କୁ ପଚାରିବାରୁ ଡାକ୍ତର କହୁଛନ୍ତି ମୋତିଆବିନ୍ଦୁ ପାକଳ ହୋଇଯାଇଥିଲା।

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସିଡିଏମଓ କହିଛନ୍ତି, ଘଟଣା ବିଷୟରେ ଜାଣିବା ପରେ ଗୋଟିଏ ଟିମ ତଦନ୍ତ ପାଇଁ ଡାକ୍ତରଖାନାକୁ ପଠାଯାଇଥିଲା। ଆମେ ତାଙ୍କୁ କିଛି କାଗଜପତ୍ର ମାଗିଥିଲୁ, ସେମାନେ ମଧ୍ୟ ଦେଇଛନ୍ତି। ଘଟଣାର ତଦନ୍ତ ଚାଲିଛି। ଆଇନ ଅନୁସାରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କଥା ତାହା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story