Advertisment

ବାଇକ ଚୋରି କରୁଥିଲେ, ୬ଜଣ ଗିରଫ

ଲୁଟେରା ମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରି କମ ଦାମରେ ଅନ୍ୟକୁ ବିକ୍ରି କରୁଥିଲେ

Loot

Loot

Advertisment

କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରୁଥିବା ୬ ଜଣ ଲୁଟେରାଙ୍କୁ ଗିରଫ କରିଛି ସାରଙ୍ଗଡ଼ ପୁଲିସ। ଗିରଫ ମାନଙ୍କ ଠାରୁ ଲୁଟ୍‌ ହୋଇଥିବା ୬ଟି ବାଇକକୁ ପୁଲିସ ଜବତ କରିଛି।

Advertisment

ଜି.ଉଦୟଗିରି ଏସଡ଼ିପିଓ ବିଜୟ କୁମାର ବିଶିଙ୍କ ସୂଚନା ଅନୁସାରେ, ଲୁଟେରା ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଜଣକ ହେଉଛି ଗୁଞ୍ଜିବାଡ଼ି ଗାଁର ମୁକେଶ ଦିଗାଳ। ତାଙ୍କରି ନେତୃତ୍ୱରେ ଦାରିଙ୍ଗବାଡ଼ି, ବାଲିଗୁଡ଼ା ଓ ନୟାଗଡ଼ ଅଞ୍ଚଳର ୫ ଜଣ ଯୁବକ ଏହି ଗ୍ୟାଙ୍ଗର ସଦସ୍ୟ ଅଟନ୍ତି। ଗିରଫ ଲୁଟେରା ମାନେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବାଇକ ଚୋରି କରି କମ ଦାମରେ ଅନ୍ୟକୁ ବିକ୍ରି କରୁଥିଲେ। ଏହି ଗ୍ୟାଙ୍ଗରେ କେଉଁ ମାନେ ସମ୍ପୃକ୍ତ ରହିଛନ୍ତି ସେମାନଙ୍କୁ ଖୁବ ଶୀଘ୍ର ଚିହ୍ନଟ କରି ଗିରଫ କରାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି।

Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe