ଆରଏମସି ମାର୍କେଟ କମ୍ପଲେକ୍ସ ନିକଟସ୍ଥ ଵଣରୁ ନରକଙ୍କାଳ ଉଦ୍ଧାର

ପୁରୁଣାବଜାର ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Bhadrak PhotoOR

ପୁଲିସ ଘଟଣାର ତଦନ୍ତ କରୁଛି

Tapaswini Nayak
  • Published: Thursday, 01 February 2024
  • Updated: 01 February 2024, 12:49 PM IST

Sports

Latest News

ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ଆରଏମସି ମାର୍କେଟ କମ୍ପଲେକ୍ସ ନିକଟସ୍ଥ ଵଣରୁ ନରକଙ୍କାଳ ଉଦ୍ଧାର କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି

ଆଜି ସକାଳେ ସ୍ଥାନୀୟ ଲୋକେ ଜଙ୍ଗଲିଆ ସ୍ଥାନକୁ ସଫା କରୁଥିଲେ। ଏହି ସମୟରେ ନରକଙ୍କାଳଟି ତଳେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏସଂପର୍କରେ ପୁଲିସକୁ ଖବର ଦେଇଥିଲେ।

Also Read

ପୁଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ନରକଙ୍କାଳଙ୍କୁ ଉଦ୍ଧାର କରିବା ସହ ସେହି ସ୍ଥାନରୁ ଗୋଟିଏ ବ୍ୟାଗ, ପ୍ୟାଣ୍ଟ ସାର୍ଟ ଓ ଚପଲ ଉଦ୍ଧାର କରିଛି। ଏହାସହ ନରକଙ୍କାଳ ପଡିଥିବା ସ୍ଥାନରେ ଥିବା ଏକ ଗଛରେ ଦଉଡି ଲାଗିଥିବା ଦେଖିବାକୁ ମିଳିଛି। ପୁରୁଣାବଜାର ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। କେହି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story