Advertisment

ଏସଏଲବି ଚିଟଫଣ୍ଡ ସଂସ୍ଥା ଏମଡିଙ୍କୁ ଧରି ପୋଲିସ ଜିମା ଦେଲେ ଜମାକାରୀ

ଭୁବନେଶ୍ୱର: ଏସ୍ଏଲବି ଚିଟଫଣ୍ଡ ସଂସ୍ଥାର ଏମଡି ବୈରୀ ଗଞ୍ଜନ ଦାସଙ୍କୁ ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ଅଟକ ରଖିଛି । ଅର୍ଥ ହଡ଼ପ କରି ଦୀର୍ଘ ଦିନ ଧରି ଲୁଚି ରହିଥିଲେ ବୈରୀ । ସୋମବାର ଜମାକାରୀମାନେ ତାଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ରାଜ୍ୟରେ ୨୦ରୁ ଅଧିକ ବ୍ରାଞ୍ଚ ଖୋଲି ବୈରୀ ଗଞ୍ଜନ ୩୦ କୋଟିରୁ ଅଧିକ ଟଙ୍କ। ହଡ଼ପ କରିଥିବା ଅଭିଯୋଗ ରହିଛି। ଏସ୍ଏଲବି ଚିଟ୍ ଫଣ୍ଡ ବିରୋଧରେ ଜମାକାରୀ କ୍ରାଇମବ୍ରାଞ୍ଚରେ ମଧ୍ୟ ଅଭିଯୋଗ […]

ଏସଏଲବି ଚିଟଫଣ୍ଡ ସଂସ୍ଥା ଏମଡିଙ୍କୁ ଧରି ପୋଲିସ ଜିମା ଦେଲେ ଜମାକାରୀ

chitfund

Advertisment

chitfundଭୁବନେଶ୍ୱର: ଏସ୍ଏଲବି ଚିଟଫଣ୍ଡ ସଂସ୍ଥାର ଏମଡି ବୈରୀ ଗଞ୍ଜନ ଦାସଙ୍କୁ ଭୁବନେଶ୍ୱର ନୟାପଲ୍ଲୀ ଥାନା ପୋଲିସ ଅଟକ ରଖିଛି । ଅର୍ଥ ହଡ଼ପ କରି ଦୀର୍ଘ ଦିନ ଧରି ଲୁଚି ରହିଥିଲେ ବୈରୀ । ସୋମବାର ଜମାକାରୀମାନେ ତାଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ରାଜ୍ୟରେ ୨୦ରୁ ଅଧିକ ବ୍ରାଞ୍ଚ ଖୋଲି ବୈରୀ ଗଞ୍ଜନ ୩୦ କୋଟିରୁ ଅଧିକ ଟଙ୍କ। ହଡ଼ପ କରିଥିବା ଅଭିଯୋଗ ରହିଛି। ଏସ୍ଏଲବି ଚିଟ୍ ଫଣ୍ଡ ବିରୋଧରେ ଜମାକାରୀ କ୍ରାଇମବ୍ରାଞ୍ଚରେ ମଧ୍ୟ ଅଭିଯୋଗ କରିଛନ୍ତି। ବିଭିନ୍ନ ସ୍କିମ୍ ମାଧ୍ୟମରେ ଅର୍ଥ ଦ୍ୱିଗୁଣିତ କରିବା ଲୋଭ ଦେଖାଇ ସଂସ୍ଥା ଅର୍ଥ ସଂଗ୍ରହ କରିଥିଲା। ଏହି ସଂସ୍ଥାର ଏକ ଦୈନିକ ଖବରକାଗଜ ମଧ୍ୟ ପ୍ରକାଶିତ ହେଉଛି। ବୈରୀଙ୍କ ବିରୋଧରେ ତିନିରୁ ଅଧିକ ଥାନାରେ ଠକେଇ ମାମଲା ରହିଥିବା ପୋଲିସ କହିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe