ମଝି ସମୁଦ୍ରରେ ନିଶା ମାଫିଆଙ୍କ ଉତ୍ପାତ | Odisha Reporter
ବଡ ବଡ ଜାହଜରେ ଆସୁଛି, ମାଛଧରା ଡଙ୍ଗାରେ ପଠାଯାଉଛି। କେତେବେଳେ କୋକେନ ତ କେତେବେଳେ ବ୍ରାଉନ୍ ସୁଗାର ସହ ବିଦେଶୀ ମଦ ଓ ସିଗାରେଟ। ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ। ମାଛ ଧରା ପାଇଁ ପଞ୍ଜିକୃତ ଡଙ୍ଗାରେ ଚାଲିଥିଲା ବିଦେଶୀ ସିଗାରେଟ ଓ ମଦ ଚୋରା ଚାଲାଣ। କର୍ତ୍ତୃପକ୍ଷଙ୍କୁ ହାତବାରିସି କରି ବେପାର ଚଳାଉଥିଲା। ହେଲେ ମହାନଦୀ ମୁହାଣରେ ଡଙ୍ଗା ଦୁର୍ଘଟଣା ହେବାପରେ ଜଣାପଡିଲା ସତ । ଦେଖନ୍ତୁ ପୂରା ରପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
