Advertisment

ମଝି ସମୁଦ୍ରରେ ନିଶା ମାଫିଆଙ୍କ ଉତ୍ପାତ

ମାଛ ଧରା ପାଇଁ ପଞ୍ଜିକୃତ ଡଙ୍ଗାରେ ଚାଲିଥିଲା ବିଦେଶୀ ସିଗାରେଟ ଓ ମଦ ଚୋରା ଚାଲାଣ।

Advertisment

ବଡ ବଡ ଜାହଜରେ ଆସୁଛି, ମାଛଧରା ଡଙ୍ଗାରେ ପଠାଯାଉଛି। କେତେବେଳେ କୋକେନ ତ କେତେବେଳେ ବ୍ରାଉନ୍‌ ସୁଗାର ସହ ବିଦେଶୀ ମଦ ଓ ସିଗାରେଟ। ଟିକେ ଭଲ କରି ଦେଖନ୍ତୁ ଏ ଦୃଶ୍ୟକୁ। ମାଛ ଧରା ପାଇଁ ପଞ୍ଜିକୃତ ଡଙ୍ଗାରେ ଚାଲିଥିଲା ବିଦେଶୀ ସିଗାରେଟ ଓ ମଦ ଚୋରା ଚାଲାଣ। କର୍ତ୍ତୃପକ୍ଷଙ୍କୁ ହାତବାରିସି କରି ବେପାର ଚଳାଉଥିଲା। ହେଲେ ମହାନଦୀ ମୁହାଣରେ ଡଙ୍ଗା ଦୁର୍ଘଟଣା ହେବାପରେ ଜଣାପଡିଲା ସତ । ଦେଖନ୍ତୁ ପୂରା ରପୋର୍ଟ । 

Advertisment
Odisha Paradip
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe