ନର୍କରୁ ଖସି ଆସିଲେ ମହିଳା! ୫ ବର୍ଷ ଧରି ବାପ-ପୁଅ କରୁଥିଲେ ଦୁଷ୍କର୍ମ

ନାବାଳିକା ଅବସ୍ଥାରେ ମାନବ ଚାଲାଣର ଶିକାର ହୋଇଥିଲେ। ୫ ବର୍ଷ ଧରି ନର୍କ ଯନ୍ତ୍ରଣା ଭୋଗିବା ପରେ ଏବେ ସେ ସେଠାରୁ ଖସି ଆସିବାକୁ ସକ୍ଷମ ହୋଇଛନ୍ତି। ୧୬ ବର୍ଷ ବୟସରୁ କଷ୍ଟ ସହୁଥିବା ବେଳେ ଏବେ ପୀଡ଼ିତାଙ୍କୁ ୨୧ ବର୍ଷ ହେଲାଣି।

Stop Rape

Representational image

Hemant Lenka
  • Published: Tuesday, 26 December 2023
  • Updated: 26 December 2023, 10:15 AM IST

Sports

Latest News

ଯାହାକୁ ଅଧିକ ବିଶ୍ୱାସ କରୁଥିଲେ ସେ ବିଶ୍ୱାସ ଘାତକ କଲା। ବିଶ୍ୱାସର ମଣିଷଟି ତାଙ୍କୁ ଅଜଣା ବ୍ୟକ୍ତିଙ୍କୁ ବିକ୍ରି କରିଦେଲା। କିଣିଥିବା ବ୍ୟକ୍ତି ଜଣଙ୍କ ତାଙ୍କୁ ବନ୍ଦୀ କରି ରଖିବା ସହ ଦୀର୍ଘ ୫ ବର୍ଷ ଧରି ଦୁଷ୍କର୍ମ କରି ଚାଲିଲା। ଉକ୍ତ ବ୍ୟକ୍ତିଙ୍କ ବାପା ମଧ୍ୟ ଦୁଷ୍କର୍ମ କରିବାକୁ ପଛାଇ ନଥିଲେ।

ସେ ୨୧ ବର୍ଷ ବୟସରେ ମା’ ମଧ୍ୟ ହୋଇ ସାରିଛନ୍ତି। ରାକ୍ଷାସମାନଙ୍କ କବଳରୁ ପୀଡ଼ିତା ଜଣଙ୍କ ଖସି ଆସି ଛତିଶଗଡ଼ରେ ଥିବା ତାଙ୍କ ଘରେ ପହଞ୍ଚିଛନ୍ତି। ବାପାଙ୍କ ସହାୟତାରେ ଉଦ୍ଧାର ହେବାକୁ ସକ୍ଷମ ହୋଇଥିବା ପୀଡ଼ିତା ଜଣଙ୍କ ଏବେ ତାଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି।

Also Read

ପୀଡ଼ିତା ତାଙ୍କର ଜଣେ ସମ୍ପର୍କୀୟ ଭଉଣୀଙ୍କୁ ବହୁତ ବିଶ୍ୱାସ କରୁଥିଲେ। ହେଲେ ସେ ହିଁ ତାଙ୍କୁ ୨ ଲକ୍ଷ ଟଙ୍କାରେ ହରିୟାଣାର ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଥିଲେ। ପୁଲିସ୍‌ ତାଙ୍କୁ ଗିରଫ କରିଛି। ହେଲେ କଅଁଳ ବୟସରୁ ୫ ବର୍ଷ ଧରି ପୀଡ଼ିତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ବାପ ପୁଅ ଏବେ ବି ଫେରାର ଅଛନ୍ତି।

କବିରଧାମ ଏସ୍‌ପି ଅଭିଷେକ ପଲ୍ଲଭ କହିଛନ୍ତି, ପୀଡ଼ିତାଙ୍କ ବୟାନଙ୍କୁ ଆଧାର କରି ମାନବ ଚାଲାଣ, ଦୁଷ୍କର୍ମ ଓ ଅପରାଧିକ ଷଡ଼ଯନ୍ତ୍ର ଭଳି ଧାରାରେ ମାମଲା ହୋଇଥିଲା। ପୀଡ଼ିତାଙ୍କ ସମ୍ପର୍କୀୟ ଭଉଣୀ ଓ ଆଉ ଦୁଇ ଜଣଙ୍କ ନାଁରେ ପୁଲିସ୍‌ ମାମଲା କରିଥିଲା।

ପୀଡ଼ିତାଙ୍କ ସମ୍ପର୍କୀୟ ଭଉଣୀ ଗିରଫ ହୋଇଥିବା ବେଳେ ଗୋଟିଏ ଟିମ ହରିୟାଣା ଯାଇ ଅଭିଯୁକ୍ତ ବାପ-ପୁଅଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। ଘଟଣା ବେଳେ ପୀଡ଼ିତା ଜଣଙ୍କ ନାବାଳିକା ଥିଲେ। ତେଣୁ ଅଭିଯୁକ୍ତଙ୍କ ବିରୋଧରେ ଅତିରକ୍ତ ଭାବେ ପୋକସୋ ଦଫା ମଧ୍ୟ ଲାଗିବ ବୋଲି ଏସ୍‌ପି ସୂଚନା ଦେଇଛନ୍ତି।

କବିରଧାମରେ ରହୁଥିବା ମାଳ(ଛଦ୍ମନାମ) ମାତ୍ର ୧୬ ବର୍ଷ ବୟସରୁ ପରିବାର ଚଳାଇବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ କାମ ଖୋଜିବା ଆରମ୍ଭ କରିଥିଲେ। ଏହାର ଫାଇଦା ଉଠାଇଥିଲେ ତାଙ୍କ ମାମୁଙ୍କ ୩୨ ବର୍ଷୀୟ ଝିଅ ଶିଲା। ସେ ମାଳଙ୍କୁ ମିଛ ସତ କହି ତାଙ୍କ ମନରେ ବିଶ୍ୱାସ ସୃଷ୍ଟି କରିଥିଲେ। ସେହି ସମୟରେ ଶିଲା ମଧ୍ୟପ୍ରଦେଶରେ ରହୁଥିଲେ। କିନ୍ତୁ ସେ କେମିତି ଦିଲ୍ଲୀରେ ରହି ପ୍ରଚୁର ଟଙ୍କା ଆୟ କରୁଛନ୍ତି, ସେକଥା ଶିଲା ଭଉଣୀ ମାଳଙ୍କୁ କହିଥିଲେ।

୨୦୧୮ ଡିସେମ୍ବର ମାସରେ ସେ ମାଳଙ୍କୁ ବୁଝାସୁଝା କରି ଦିଲ୍ଲୀ ନେଇ ଯାଇଥିଲେ। ପ୍ରଥମେ ତାଙ୍କୁ ଜଣେ ଡାକ୍ତରଙ୍କ ଘରେ ଘରୋଇ ସହାୟକ ଭାବେ କାମରେ ଲଗାଇଥିଲେ। କିନ୍ତୁ କିଛି ଦିନ କାମ କରିବା ପରେ ମାଳଙ୍କୁ ଆଉ ଦିଲ୍ଲୀରେ ରହିବାକୁ ଇଚ୍ଛା ହୋଇ ନଥିଲା। ସେ ଘରକୁ ଫେରିବାକୁ ଚାହୁଁଥିବା ଶିଲାଙ୍କୁ କହିଥିଲେ।

ଶିଲା ଏଥିରେ ରାଜି ହୋଇଥିଲେ। କିନ୍ତୁ ଭଉଣୀଙ୍କୁ ଘରକୁ ଆଣିବା ବଦଳରେ ସେ ତାଙ୍କୁ ରୋହତକର ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କୁ ୨ ଲକ୍ଷ ଟଙ୍କାରେ ବିକ୍ରି କରି ଦେଇଥିଲେ।

ଏ ସମ୍ପର୍କରେ ମାଳଙ୍କୁ କିଛି ବି ଜଣା ନଥିଲା। ବ୍ୟକ୍ତି ଜଣଙ୍କ ତାଙ୍କୁ କିଣିବା ପରେ ବଳପୂର୍ବକ ଗୋଟିଏ ମନ୍ଦିରରେ ବାହା ହୋଇଥିଲେ। ବାହାଘର ପରେ ଉକ୍ତ ବ୍ୟକ୍ତି ଓ ତାଙ୍କ ବାପା ବାରମ୍ବାର ମାଳଙ୍କୁ ନିଜ ଇଚ୍ଛା ଅନୁସାରେ ଦୁଷ୍କର୍ମ କରିବା ଆରମ୍ଭ କରି ଦେଇଥିଲେ। ତାଙ୍କୁ ସେମାନେ କ୍ଲୀତଦାସ ଭାବେ ବ୍ୟବହାର କରୁଥିଲେ। ୫ ବର୍ଷ ଧରି ତାଙ୍କ ସହ ଏପରି ଚାଲିଥିଲା।

ସେ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ମଧ୍ୟ ଦେଇଥିଲେ। ଏସବୁ ଭିତରେ ମାଳ ନର୍କ ଯନ୍ତ୍ରଣାର ଖସିବାକୁ ଚେଷ୍ଟା କରିଥିଲେ। ହେଲେ ଏହା ତାଙ୍କ ପାଇଁ ଆଦୌ ସହଜ ନଥିଲା। ପୁଅ ଜନ୍ମ ହେବା ପରେ ସେ ନର୍କ ଯନ୍ତ୍ରଣାକୁ ଗ୍ରହଣ କରି ନେଇଥିବା ବାପ-ପୁଅଙ୍କୁ ଜଣାଇବାକୁ ଚେଷ୍ଟା କରିଥିଲେ। ସେ ସେମାନଙ୍କ ସବୁ କଥାରେ ରାଜି ହୋଇଥିଲେ। ଏହା ବଦଳରେ ପରିବାର ଲୋକଙ୍କ ସହ କଥା ହେବାକୁ ସେ ଚାହିଁଥିଲେ। ପ୍ରଥମେ ବାପ-ପୁଅ ଏଥିପାଇଁ ଅନୁମତି ଦେଇଥିଲେ। ତଥାପି ସେମାନଙ୍କ ଅନୁପସ୍ଥିତିରେ ସେ କାହା ସହ କଥା ହୋଇ ପାରୁ ନଥିଲେ।

ଏମିତି ବେଶ କିଛି ଦିନ ଚାଲିଥିଲା। ଅକ୍ଟୋବର ମାସ ଆରମ୍ଭରେ ମାଳଙ୍କୁ ଏକାକୀ ପରିବାର ଲୋକଙ୍କ ସହ କଥା ହେବାର ସୁଯୋଗ ମିଳିଥିଲା। ଏହି ସମୟରେ ସେ ତାଙ୍କ ବାପାଙ୍କୁ ସବୁ କଥା କହିଥିଲେ। ଏଥିସହ ସେ ଖସିବାକୁ ଚାହୁଁଥିବା ମଧ୍ୟ ବାପାଙ୍କୁ ଜଣାଇଥିଲେ।

ମାଳଙ୍କ ସ୍ୱାମୀ ଓ ଶ୍ୱଶୂର କଣ୍ଟ୍ରାକ୍ଟର। ସେମାନେ ଶ୍ରମିକ ଯୋଗାଡ଼ କରିବାରେ ବେଶ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଏହାର ଫାଇଦା ଉଠାଇ ମାଳ ସେମାନଙ୍କୁ କହିଥିଲେ ଯେ ତାଙ୍କ ଗାଁରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଶ୍ରମିକ ଭାବେ କାମ କରନ୍ତି। ତେଣୁ ସେମାନଙ୍କ ସହ କଥା ହୋଇ ଗୋଟିଏ ଫିକ୍ସ ରେଟ୍‌ରେ ସମସ୍ତଙ୍କୁ ନିର୍ମାଣ କାମରେ ଲଗାଯାଇ ପାରିବ। ଏକଥା ଶୁଣି ବାପ-ପୁଅ ଖୁସି ହୋଇ ଯାଇଥିଲେ। ଏଥିସହ ଶ୍ରମିକମାନଙ୍କ ସହ କଥା ହେବା ପାଇଁ ପୀଡ଼ିତାଙ୍କ ଗାଁଙ୍କୁ ଯିବାକୁ ରାଜି ହୋଇଥିଲେ।

ନଭେମ୍ବର ମାସରେ ମାଳ ନିଜର ପୁଅ ଓ ସ୍ୱାମୀଙ୍କୁ ଧରି ଗାଁରେ ପହଞ୍ଚିଥିଲେ। ବାସ୍‌ ଏହି ସମୟରେ ମାଳଙ୍କ ଜାଲରେ ତାଙ୍କ ସ୍ୱାମୀ ଫସିଥିବା ହୃଦୟଙ୍ଗମ କରିଥିଲେ। ତଥାପି ବ୍ୟକ୍ତି ଜଣଙ୍କ ସେଠାରେ ପାଟିତୁଣ୍ଡ କରିବା ସହ ମାଳ ଓ ତାଙ୍କ ପୁଅକୁ ଧରି ଖସି ଯିବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କୁ ସଫଳତା ମଳି ନଥିଲା।

ଗାଁ ଲୋକଙ୍କ ବିରୋଧ ଯୋଗୁ ତାଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା। କିନ୍ତୁ ସେ ପୁଣି ଫେରିବା ସହ ମାଳଙ୍କ ପୁଅକୁ ଧରି ଚାଲି ଯାଇଥିଲେ। କିଛି ଦିନ ପରେ ବାପ-ପୁଅ ଗାଁକୁ ଆସି ମାଳଙ୍କ ଘର ଲୋକଙ୍କ ସହ ଝଗଡ଼ା କରିଥିଲେ। ତଥାପି ସେମାନଙ୍କୁ ସଫଳତା ମିଳି ନଥିଲା।

ସେମାନେ ବାଧ୍ୟ ହୋଇ ପୁଲିସ୍‌ର ଦ୍ୱାରସ୍ଥ ହେବା ସହ ମିଥ୍ୟା ବୟାନ ଦେଇଥିଲେ। କିନ୍ତୁ ପୁଲିସ ସେମାନଙ୍କ କଥା ଶୁଣି ନଥିଲା। ସେମାନେ ବାଧ୍ୟ ହୋଇ ମାଳଙ୍କ ଦୁଇ ବର୍ଷର ପୁଅକୁ ମଧ୍ୟ ଫେରାଇଥିଲେ।

ବିବାଦ ମଧ୍ୟରେ ରାଜ୍ୟ ବିଧାନସଭା ନିର୍ବାଚନ ଆସି ଯାଇଥିଲା। ପୁଲିସ୍‌ ଭଲ ଭାବେ ଘଟଣାର ତଦନ୍ତ କରିବାକୁ ସମୟ ପାଇ ନଥିଲା। ଏବେ ପୀଡ଼ିତାଙ୍କ ବୟାନକୁ ଆଧାର କରି ପୁଲିସ୍‌ ଆକ୍ସନ ମୋଡକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story