ଏସ୍.ପିଙ୍କ କଳା ଦସ୍ତଖତ, ଦାଗୀ ପାଇଲା ଚାକିରି| Odisha Reporter
Advertisment
ଦାଗୀ ହୋମଗାର୍ଡ ବିରୋଧରେ ଓଡିଶା ରିପୋର୍ଟରରେ ପ୍ରମାଣ ସହିତ ଖବର ପ୍ରକାଶିତ ହୋଇଥିଲା। ଶେଷରେ ଗଣମାଧ୍ୟମରେ ଦଲିଲ ଦସ୍ତାବିଜ ଦେଖି, ତାଙ୍କୁ ଚାକିରୀରୁ ବାହାର କରିଦେଇଥିଲେ ଏସ୍.ପି। ଏବେ କିନ୍ତୁ ବଦଳି ଆଦେଶ ପାଇଲା ପରେ, ସୋନପୁର ଏସ୍.ପି ଅମରେଶ ପଣ୍ଡା, ନିଜର ଅତିଘନିଷ୍ଠ କୁହାଯାଉଥିବା ହୋମଗାର୍ଡ ରାଜକୁମାର ପଧାନକୁ ପୁଣିଥରେ ଚାକିରି ଦେଲେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us