Advertisment

ନ୍ୟୁଡ୍ କଲ କରି ବ୍ଲାକମେଲ କରୁଥିଲା ବୁଖାରୀ !

ସନ୍ଦିଗ୍ଧ କଶ୍ମୀରୀ ଆତଙ୍କୀ ସୟିଦ ଈଶାନ ବୁଖାରୀ ଥିଲା ହନିଟ୍ରାପ୍‌ ମାଷ୍ଟର! ନିଜର ଏକ ସ୍ୱତନ୍ତ୍ର ଆପ୍‌ ବନେଇଥିଲା। ବହୁ ଯୁବତୀଙ୍କ ଜରିଆରେ ନ୍ୟୁଡ୍‌ କଲ୍‌ କରାଇ ବଡ଼ ବଡ଼ିଆଙ୍କଠୁ ଆଦାୟ କରୁଥିଲା କୋଟି କୋଟି ଟଙ୍କା।

Advertisment

ସନ୍ଦିଗ୍ଧ କଶ୍ମୀରୀ ଆତଙ୍କୀ ସୟିଦ ଈଶାନ ବୁଖାରୀ ଥିଲା ହନିଟ୍ରାପ୍‌ ମାଷ୍ଟର! ନିଜର ଏକ ସ୍ୱତନ୍ତ୍ର ଆପ୍‌ ବନେଇଥିଲା। ବହୁ ଯୁବତୀଙ୍କ ଜରିଆରେ ନ୍ୟୁଡ୍‌ କଲ୍‌ କରାଇ ବଡ଼ ବଡ଼ିଆଙ୍କଠୁ ଆଦାୟ କରୁଥିଲା କୋଟି କୋଟି ଟଙ୍କା। ବୁଖାରୀକୁ ରିମାଣ୍ଡରେ ନେଇ ଜେରା ବେଳେ କ୍ରାଇବ୍ରାଞ୍ଚ ଏସଟିଏଫ୍ ଓ ଆଇବି ଅଧିକାରୀଙ୍କ ହାତରେ ଲାଗିଛି ଏମିତି ସାଂଘାତିକ ତଥ୍ୟ। ଆପ୍‌ ଜରିଆରେ ଯୁବତୀମାନେ ବାଛି ବାଛି ପ୍ରଭାବଶାଳୀଙ୍କୁ ନ୍ୟୁଡ୍ କଲ୍ କରୁଥିଲେ। ଆଉ ଏଥିରେ ଫସୁଥିବା ବ୍ୟକ୍ତିଙ୍କୁ ପରେ ବ୍ଲାକ୍‌ମେଲ୍ କରି ଲୁଟି ଚାଲୁଥିଲେ। 

Advertisment
Odisha Terrorist STF
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe