ଦିନ ପରେ ଦିନ ଗଡୁଛି। ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ଘଟଣା ସେତିକି ରହସ୍ୟ ଭିତରକୁ ଯାଉଛି। ଯୁକ୍ତ ଦୁଇ ଛାତ୍ରୀ ଶୁଭଲକ୍ଷ୍ମୀ ସାହୁଙ୍କ ଭିଡିଓରେ ଏମିତି କଣ ରହିଛି ଯାହାକୁ ନେଇ ସେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ। କିଏ ଓ କାହିଁକି କରିଥିଲା ସେହି ଭିଡିଓ ? ଭିଡିଓ ଦେଖାଇ ବ୍ଲାକମେଲ କରୁଥିବା ଯୁବକ କିଏ ?