ଆଇଆଇଟି, ଏନଆଇଟିରେ ଆତ୍ମହତ୍ୟା ଓ ଡ୍ରପଆଉଟ: ୫ବର୍ଷରେ ୭୫ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

ଗତ ୫ବର୍ଷ ମଧ୍ୟରେ ଏସବୁ କେନ୍ଦ୍ରୀୟ ଶିକ୍ଷା ପ୍ରତିଷ୍ଠାନରେ ମୋଟ ୭୫ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବାବେଳେ ୧୮୦୫୮ଜଣ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଡ୍ରପଆଉଟ୍ କରିଛନ୍ତି।

reprantational image PhotoOR

reprantational image

Ordigital Desk
  • Published: Wednesday, 26 July 2023
  • Updated: 26 July 2023, 10:31 PM IST

Sports

Latest News

ଦେଶର ପ୍ରତିଷ୍ଠିତ ଶିକ୍ଷା ପ୍ରତିଷ୍ଠାନ ଭାବେ ପରିଚିତ ଆଇଆଇଟି, ଏନଆଇଟି, ଆଇଆଇଏମ୍‌, ଏମସ ଭଳି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ଡ୍ରପଆଉଟ ଓ ଆତ୍ମହତ୍ୟାର ଚିନ୍ତାଜନକ ସ୍ଥିତି ପଦାକୁ ଆସିଛି । ଗତ ୫ବର୍ଷ ମଧ୍ୟରେ ଏସବୁ କେନ୍ଦ୍ରୀୟ ଶିକ୍ଷା ପ୍ରତିଷ୍ଠାନରେ ମୋଟ ୭୫ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବାବେଳେ ୧୮୦୫୮ଜଣ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଡ୍ରପଆଉଟ୍ କରିଛନ୍ତି । ଏସବୁ ଉଚ୍ଚ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ପାଇଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖିବା ସହ କଠିନ ପରିଶ୍ରମ କରୁଥିବାବେଳେ ଏଭଳି ଚିତ୍ର ସାଧାରଣରେ ଚିନ୍ତାର ବିଷୟ ପାଲଟିଛି ।

ରାଜ୍ୟସଭାରେ ସାଂସଦ ସୁଶୀଲ କୁମାର ମୋଦିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କେନ୍ଦ୍ର ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଡଃ ସୁବାସ ସର୍କାର କହିଛନ୍ତି ଯେ, ଗତ ୫ବର୍ଷ ମଧ୍ୟରେ ଏସବୁ କେନ୍ଦ୍ରୀୟ ଶିକ୍ଷା ପ୍ରତିଷ୍ଠାନରେ ମୋଟ ୭୫ଜଣ ଛାତ୍ରଛାତ୍ରୀ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଛନ୍ତି । ୨୦୧୯ରେ ୧୮ଜଣ, ୨୦୨୦ରେ ୯ଜଣ, ୨୦୨୧ରେ ୧୧ଜଣ, ୨୦୨୨ରେ ୨୩ଜଣ ଓ ୨୦୨୩ରେ ଏପର୍ଯ୍ୟନ୍ତ ୧୪ଜଣ ଆତ୍ମହତ୍ୟା କରିଛନ୍ତି । ଏଥିରେ ଆଇଆଇଟିରେ ୫ବର୍ଷ ଭିତରେ ମୋଟ ୩୧ଜଣ, ଆଇଆଇଏମରେ ୩ଜଣ, ଏମସରେ ୧୩ଜଣ, ଏନଆଇଟିରେ ୨୨ଜଣ, ଆଇଆଇଆଇଟିରେ ଜଣେ ଓ ଆଇଜରରେ ୨ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସେହିପରି ପ୍ରତିଷ୍ଠିତ ଆଇଆଇଟିରେ ଗତ ୫ବର୍ଷ ମଧ୍ୟରେ ମୋଟ ୮୧୩୯ଜଣ ଛାତ୍ରଛାତ୍ରୀ ଡ୍ରପଆଉଟ୍ କରିଥିବାବେଳେ ଆଇଆଇଏମରେ ୮୫୮ଜଣ, ଏନଆଇଟିରେ  ୫୬୨୩ଜଣ ଡ୍ରପଆଉଟ କରିଥିଲେ ମଧ୍ୟ ଏମସରୁ ଜଣେବି ଛାତ୍ରଛାତ୍ରୀ ଡ୍ରପଆଉଟ୍ କରିନାହାନ୍ତି । ତେବେ ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଡ୍ରପଆଉଟକୁ ମିଶାଇଲେ ୨୦୧୯ରେ ୪୯୨୬, ୨୦୨୦ରେ ୫୪୧୦, ୨୦୨୧ରେ ୪୧୫୬, ୨୦୨୨ରେ ୨୯୬୨ ଓ ୨୦୨୩ରେ ଏପର୍ଯ୍ୟନ୍ତ  ୬୦୪ଜଣ ଛାତ୍ରଛାତ୍ରୀ ଡ୍ରପଆଉଟ୍ କରିଛନ୍ତି ।

Also Read

କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମନସ୍ତାତ୍ତ୍ୱିକ ସ୍ଥିତିରେ ଉନ୍ନତି ପାଇଁ କେନ୍ଦ୍ର ସରକାର ମନୋଦର୍ପଣ ନାମରେ ଏକ କାର୍ଯ୍ୟକ୍ରମ କରୁଛନ୍ତି । ପିଲାମାନଙ୍କ ମାନସିକ ଓ ଶାରୀରିକ ସ୍ଥିତିକୁ ସୁଦୃଢ଼ ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଜାରି ରହିଛି । ି ନିୟମିତ ଯୋଗ ସହ ବିଭିନ୍ନ କର୍ମଶାଳା ମଧ୍ୟ ଆୟୋଜନ କରାଯାଇ ଛାତ୍ରଛାତ୍ରୀଙ୍କ ମାନସିକ ଦୁଶ୍ଚିନ୍ତା ଦୂର ପାଇଁ ପ୍ରୟାସ ହେଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ଜାତୀୟ ଆତ୍ମହତ୍ୟା ପ୍ରତିଷେଧକ ରଣନୀତି-୨୦୨୧କୁ ମଧ୍ୟ ୟୁଜିସି କର୍ତ୍ତୃପକ୍ଷ ସମସ୍ତ ଶିକ୍ଷା ପ୍ରତିଷ୍ଠାନରେ କାର୍ଯ୍ୟକାରୀ ପାଇଁ ପରାମର୍ଶ ଦେଇଛନ୍ତି । ସେହିପରି ପାଠପଢ଼ାରେ ଦୁର୍ବଳ ଥିବା ପିଲାମାନଙ୍କ ପାଇଁ ଅତିରିକ୍ତ କ୍ଲାସ, ପାଠପଢ଼ାରେ ସହାୟତା, ଦୁଶ୍ଚିନ୍ତାର ଶିକାର ଛାତ୍ରଛାତ୍ରୀଙ୍କ କାଉନସେଲିଂ, ସେମାନଙ୍କୁ ମାନସିକସ୍ତରରେ ପ୍ରୋତ୍ସାହିତ କରିବା ଆଦି ଭଳି ବିବିଧ କାର୍ଯ୍ୟକ୍ରମ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସର୍କାର ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story