CDPO ମ୍ୟାଡମଙ୍କ ନାଲି ଆଖି... ଅଙ୍ଗନବାଡି ପୋଷାକରେ ବଡ଼ ହେରଫେର୍ ! | Odisha Reporter
ସୁନ୍ଦରଗଡ ଜିଲ୍ଲା କୋଇଡା ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ନାମରେ ସାଂଘାତିକ ଅଭିଯୋଗ। ଅଙ୍ଗନବାଡୀ ଶିଶୁ ମାନଙ୍କ ୟୁନିଫର୍ମ ପାଇଁ ଆସୁଥିବା ସରକାରୀ ଅର୍ଥକୁ ହଡପ୍ କରିବାକୁ ରଚିଥିଲେ ଚକ୍ରାନ୍ତ। ଶିଶୁଙ୍କ ୟୁନିଫର୍ମ ପାଇଁ ପ୍ରଥମେ ନୋଟିସ୍ ଓ ପରେ ଟେଣ୍ଡର ହୋଇ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ଦାୟିତ୍ୱ ଦିଆଯାଏ । ହେଲେ ମ୍ୟାଡମ୍ ଜଣଙ୍କ ଚଂଚକତା ସହ ବିନା ସରକାରୀ ପଦ୍ଧତି ଅବଲମ୍ବନ କରି ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଆକାଉଣ୍ଟକୁ ୧୪,୭୪,୩୦୦ ଟଙ୍କା ପଠାଇ ତାଙ୍କୁ ନଗଦ ଟଙ୍କା ଦେବାକୁ ବାଧ୍ୟ କରିଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
