Advertisment

କୋର୍ଟଙ୍କ ପ୍ରଶ୍ନର କି ଉତ୍ତର ଦେବେ ଦିଦି ?

କୋଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣାର ଶୁଣାଣି ବେଳେ ବଡ଼ କଥା କହିଛନ୍ତି ସୁପ୍ରିମକୋର୍ଟ।

author-image
Manoj Swain

ପ୍ରଶ୍ନ କଲେ ସୁପ୍ରିମକୋର୍ଟ, କି ଉତ୍ତର ଦେବେ ଦିଦି । ପଶ୍ଚିମବଙ୍ଗ ସରକାରଙ୍କ ଉପରେ ପ୍ରବଳ ବର୍ଷିଲେ ସୁପ୍ରିମକୋର୍ଟ । ବିଳମ୍ବକୁ ନେଇ ମାରାଥନ ପ୍ରଶ୍ନ ପଚାରିଲେ । FIRରେ ବିଳମ୍ବ କାହିଁକି ହେଲା ? ପୀଡ଼ିତାଙ୍କ ନାଁ, ଫଟୋ କେମିତି ଭାଇରାଲ୍ ହେଲା ? କଲେଜ୍ ଅଧ୍ୟକ୍ଷଙ୍କ ଭୂମିକାକୁ ନେଇ ବି ଉଠାଇଲେ ପ୍ରଶ୍ନ । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Kolkata Doctor Murder Case