Advertisment

ଶୋଷି ନେଉଛି ସ୍ମାର୍ଟ ମିଟର

ଲୋକଙ୍କୁ ଲୁଟିବା ଟାଟା ପାଓ୍ୱାରର ଯେମିତି ନିତି ଦିନିଆ କଥା ହୋଇଗଲାଣି। ବାରମ୍ବାର ତାଗିଦ ସହ ଚେତାବନୀ ପରେ ବି କମ୍ପାନୀ କାହା କଥା ଶୁଣୁନି।

Advertisment

ଲୋକଙ୍କୁ ଲୁଟିବା ଟାଟା ପାଓ୍ୱାରର ଯେମିତି ନିତି ଦିନିଆ କଥା ହୋଇଗଲାଣି। ବାରମ୍ବାର ତାଗିଦ ସହ ଚେତାବନୀ ପରେ ବି କମ୍ପାନୀ କାହା କଥା ଶୁଣୁନି। ସରକାରଙ୍କଠାରୁ ଯେମିତି ଅଖଣ୍ଡ କ୍ଷମତା ପାଇଛି ସେହିପରି ଜୁଲମ ଚଳାଇଛି। ପ୍ରଥମେ ଉପଭୋକ୍ତାଙ୍କୁ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରାଯାଉଛି। ଯଦି ନଲଗାଇବେ ତାହେଲେ ଲାଇନ କାଟି ଦିଆଯିବ ବୋଲି ଧମକ ଦେଉଛି କମ୍ପାନୀ ।

Advertisment
Tata Power Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe