ଦେହଜୀବୀଙ୍କ ବେଡରୁମ ଭିତରେ ବୁଲଡୋଜର | Odisha Reporter
ବେଳାଭୂମୀରେ ଖୋଲମ୍ଖୋଲା ଚାଲୁଥିଲା ଦେହବେପାର। ମାଲାମାଲ ହେଉଥିଲେ ଦଲାଲ୍। ଆଉ ସେକ୍ସ କାରବାରରେ ନିୟୋଜିତ ହେଉଥିଲେ ବେଙ୍ଗଲୀ, ବାଂଲାଦେଶୀ ଓ ରୋହିଙ୍ଗିଆ ଯୁବତୀ। ଏନେଇ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ। ବୁଲ୍ଡୋଜର ସହାୟତାରେ ଆଜି ମାଟିରେ ମିଶାଇ ଦେଇଛି ୩୫ ଦେହ ଜୀବୀଙ୍କ ଘର।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
