Advertisment

ମାଟିରେ ମିଶିଲା ଦେହଜୀବୀଙ୍କ ଘର

ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ପାଇଥିବା ବାଲେଶ୍ୱରର ଉଦୟପୁର ବେଳାଭୂମୀ ଦେହଜୀବୀଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ପ୍ରଶାସନ।

Advertisment

ବେଳାଭୂମୀରେ ଖୋଲମ୍‌ଖୋଲା ଚାଲୁଥିଲା ଦେହବେପାର। ମାଲାମାଲ ହେଉଥିଲେ ଦଲାଲ୍‌। ଆଉ ସେକ୍ସ କାରବାରରେ ନିୟୋଜିତ ହେଉଥିଲେ ବେଙ୍ଗଲୀ, ବାଂଲାଦେଶୀ ଓ ରୋହିଙ୍ଗିଆ ଯୁବତୀ। ଏନେଇ ଖବର ପ୍ରକାଶ ପାଇବା ପରେ ତତ୍ପର ହୋଇଛି ବାଲେଶ୍ୱର ଜିଲ୍ଲା ପ୍ରଶାସନ। ବୁଲ୍‌ଡୋଜର ସହାୟତାରେ ଆଜି ମାଟିରେ ମିଶାଇ ଦେଇଛି ୩୫ ଦେହ ଜୀବୀଙ୍କ ଘର।

Advertisment
Odisha Sex Racket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe