Advertisment

ପୁଣି ଧମକ ଦେଲା ପନ୍ନୁ, ସାମ୍ବାଦିକଙ୍କ ପାଖକୁ ପଠାଇଲା ଇ-ମେଲ

ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ଚାଲିଥିବା ବେଳେ ପୁଣି ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଲା ଧମକ।

author-image
Jitendra Garnayak

ଭୁବନେଶ୍ୱରରେ ଚାଲିଥିବା ଡିଜିପି ସମ୍ମିଳନୀକୁ ପୁଣି ଖଲିସ୍ତାନୀ ଆତଙ୍କୀ ପନ୍ନୁର ଟାର୍ଗେଟ । ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଦେଇଛି ଧମକ ପୂର୍ଣ୍ଣ ଇ-ମେଲ୍। ତେବେ ଏ ନେଇ ଶ୍ରୀ ସାହୁ କ’ଣ କହିଛନ୍ତି ଶୁଣନ୍ତୁ...

Advertisment
Pannun Threat