ପୁଲିସକୁ କାମୁଡ଼ି ଚମ୍ପଟ ମାରିଲା ଅଭିଯୁକ୍ତ

ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ମାମଲାରେ ଦୀର୍ଘଦିନ ଧରି ଫେରାର ଥିଲା ପ୍ରଦୂଷ। 

Attack PhotoOR

ଅଭିଯୁକ୍ତକୁ କାବୁ କରିବା ପାଇଁ ଯାଇଥିବା ପୁଲିସ

Tapaswini Nayak
  • Published: Wednesday, 10 April 2024
  • Updated: 10 April 2024, 08:25 AM IST

Sports

Latest News

ପୁଲିସକୁ କାମୁଡ଼ି ଚମ୍ପଟ ମାରିଲା ହତ୍ୟା ଉଦ୍ୟମକାରୀ ଅଭିଯୁକ୍ତ। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ। ଅଭିଯୁକ୍ତ ଜଣଙ୍କ ହେଲେ ରାମଚନ୍ଦ୍ରପୁର ବାତୋ ପଞ୍ଚାୟତ କରଡ଼ାପାଳ ଗାଁରେ ପ୍ରଦୂଷ ବରାଳ।

ସୂଚନା ଅନୁଯାୟୀ, ଜଣଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ମାମଲାରେ ଦୀର୍ଘଦିନ ଧରି ଫେରାର ଥିଲା ପ୍ରଦୂଷ।  ପ୍ରଦୂଷ ଗାଁରେ ଥିବା ପୁଲିସକୁ ଖବର ପାଇଥିଲା। ଗତକାଲି ସାଇଁକୁଳ ଫାଣ୍ଡି ଅଧିକାରୀ ଓ ପୁଲିସ ଟିମ୍ ଘରେ ପହଞ୍ଚି ପ୍ରଦୂଷକୁ କାବୁ କରିଥିଲେ। ପୁଲିସ ଗିରଫ କରି ନେବା ସମୟରେ ପ୍ରଥମେ ପୁଲିସକୁ ଆକ୍ରମଣ କରିଥିଲା ପ୍ରଦୂଷ। ପରେ ପୁଲିସର ଡାହାଣ ହାତକୁ କାମୁଡ଼ି ଖସିଯାଇଥିଲା।  

Also Read

ଏହାପରେ ପରିବାର ଲୋକେ ମଧ୍ୟ ପହଞ୍ଚି ପୁଲିସକୁ ଆକ୍ରମଣ କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ପ୍ରଦୂଷର ମା’ ଛବିଲତା ବରାଳଙ୍କୁ ରାମଚନ୍ଦ୍ରପୁର ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଏପର୍ଯ୍ୟନ୍ତ ଅଭିଯୁକ୍ତର କୌଣସି ପତ୍ତା ମିଳିନାହିଁ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story