ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ସୋମନାଥଙ୍କୁ ହତ୍ୟା କରାଯାଇଥିବା ନେଇ ପାରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Police Station PhotoOR

ଖଣ୍ଡପଡ଼ା ଥାନା

Biswajit Samal
  • Published: Tuesday, 02 April 2024
  • Updated: 02 April 2024, 09:46 PM IST

Sports

Latest News

ଜଙ୍ଗଲରୁ ବୃଦ୍ଧଙ୍କ ଗଳିତ ମୃତଦେହ ଉଦ୍ଧାର। ମୃତକ ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବଡ଼ସହରା ପଞ୍ଚାୟତ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ସୋମନାଥ ପଟ୍ଟନାୟକ।

ସୋମନାଥ ୬ ଦିନ ଧରି ନିଖୋଜ ଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ସୋମନାଥ ବୁଧବାର ସକାଳେ ଖଣ୍ଡପଡ଼ାର ଇନ୍ଧନ ଗ୍ୟାସ କାର୍ଯ୍ୟାଳୟକୁ ଗ୍ୟାସ ଆଣିବାକୁ ସାଇକେଲ ଯୋଗେ ଯାଇଥିଲେ। ଘରୁ ବାହାରିବାର ପ୍ରାୟ କିଛି ଘଣ୍ଟା ପରେ ଘରକୁ ଫୋନ୍ କରି ଜଣାଇଥିଲେ ଯେ କେହି ଜଣେ ଦୁର୍ବୃତ୍ତ ସାଇକେଲ ସହିତ ବ୍ୟାଗ ଚୋରି କରି ନେଇ ଯାଇଛି। ଏହା ପରେ ତାଙ୍କ ମୋବାଇଲ୍ ସୁଇଚ୍ ଅଫ୍ ହୋଇଯାଇଥିଲା।

Also Read

ଏହି କଥା ଶୁଣି ପରିବାର ଲୋକଙ୍କ ସହିତ ଗ୍ରାମବାସୀମାନେ ସୋମନାଥଙ୍କୁ ଚାରିଆଡ଼େ ଖୋଜାଖୋଜି କରିଥିଲେ। ହେଲେ ପାଇ ନଥିଲେ। ଏନେଇ ସୋମନାଥଙ୍କ ସ୍ତ୍ରୀ ଫତେଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ତେବେ ଆଜି ସକାଳେ ବୃଦ୍ଧଙ୍କର ମୃତଦେହ ବନମାଳୀପୁର ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ସୋମନାଥଙ୍କୁ ହତ୍ୟା କରାଯାଇଥିବା ନେଇ ପାରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତେବେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story