ଅସଲି ପୁଲିସକୁ ଠକିଦେଲେ ନକଲି ପୁଲିସ

ପୁଲିସ ବାବୁଙ୍କଠାରୁ ଗଣି ଗଣି ୧୦ ଲକ୍ଷ ଟଙ୍କା ନେଇଗଲେ । ୧୨ ଲକ୍ଷ ଦେବେ କହି କାଗଜ ବନ୍ଧା ବଣ୍ଡଲ ଧରାଇଦେଲେ। ଅସଲି ପୁଲିସକୁ ଠକି ଦେଲା ନକଲି ପୁଲିସ।

Manoj Swain
  • Published: Wednesday, 09 August 2023
  • Updated: 09 August 2023, 04:52 PM IST

ପୁଲିସ ବାବୁଙ୍କଠାରୁ ଗଣି ଗଣି ୧୦ ଲକ୍ଷ ଟଙ୍କା ନେଇଗଲେ । ୧୨ ଲକ୍ଷ ଦେବେ କହି କାଗଜ ବନ୍ଧା ବଣ୍ଡଲ ଧରାଇଦେଲେ। ଅସଲି ପୁଲିସକୁ ଠକି ଦେଲା ନକଲି ପୁଲିସ। କଟକ ଷଷ୍ଠ ବାଟାଲିୟନ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଠକେଇ ଘଟଣାରେ ମଙ୍ଗଳାବାଗ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos