ଅସଲି ପୋଲିସକୁ ଠକିଦେଲେ ନକଲି ପୋଲିସ | Fake Police Dupes Original Police In Cuttack | Odisha Reporter
Advertisment
ପୁଲିସ ବାବୁଙ୍କଠାରୁ ଗଣି ଗଣି ୧୦ ଲକ୍ଷ ଟଙ୍କା ନେଇଗଲେ । ୧୨ ଲକ୍ଷ ଦେବେ କହି କାଗଜ ବନ୍ଧା ବଣ୍ଡଲ ଧରାଇଦେଲେ। ଅସଲି ପୁଲିସକୁ ଠକି ଦେଲା ନକଲି ପୁଲିସ। କଟକ ଷଷ୍ଠ ବାଟାଲିୟନ ଦୁଇ ଜଣ ପୁଲିସ କର୍ମଚାରୀଙ୍କ ଠାରୁ ୧୦ ଲକ୍ଷ ଠକେଇ ଘଟଣାରେ ମଙ୍ଗଳାବାଗ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us