ଗର୍ଭବତୀ ସ୍ତ୍ରୀଙ୍କୁ ଗୋଇଠା ମାରିଦେଲା ସ୍ୱାମୀ!

ଗର୍ଭବତୀ ସ୍ତ୍ରୀଙ୍କୁ ଗୋଇଠା ମାରି ମାରିଦେଲା ସ୍ୱାମୀ! ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ମୃତକ ହେଲେ କଲ୍ୟାଣୀ ମିଶ୍ର। କଲ୍ୟାଣୀଙ୍କୁ ତାଙ୍କ ସ୍ୱାମୀ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଗୋଇଠା ମାରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

Bhadrak PhotoOR

କଲ୍ୟାଣୀ ଓ କର୍ମବୀର

Biswajit Samal
  • Published: Thursday, 07 December 2023
  • Updated: 07 December 2023, 11:06 PM IST

Sports

Latest News

ଗର୍ଭବତୀ ସ୍ତ୍ରୀଙ୍କୁ ଗୋଇଠା ମାରି ମାରିଦେଲା ସ୍ୱାମୀ! ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲାରୁ। ମୃତକ ହେଲେ କଲ୍ୟାଣୀ ମିଶ୍ର। କଲ୍ୟାଣୀଙ୍କୁ ତାଙ୍କ ସ୍ୱାମୀ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ଗୋଇଠା ମାରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଟାଉନ ଥାନାରେ ଅଭିଯୋଗ ପରେ ପୁଲିସ କଲ୍ୟାଣୀଙ୍କର ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି।

୨୦୧୯ ମସିହାରେ ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ବଡ଼ମଲ୍ଲିପୁର ଗାଁର କଲ୍ୟାଣୀ ମିଶ୍ର ଭଦ୍ରକ ମଙ୍ଗରାଜପୁର ଗ୍ରାମର କର୍ମବୀର ସେନାପତିଙ୍କୁ ବିବାହ କରିଥିଲେ। ବିବାହ ବୈଦିକ ରୀତିନୀତିରେ ହୋଇଥିଲା। ଦାବି ମୁତାବକ ଯୌତୁକ ଦିଆ ଯାଇଥିଲା। ଆଉ ବଧୂ ବେଶରେ କଲ୍ୟାଣୀ ନୂଆ ସଂସାର ଗଢିବା ପାଇଁ ଶାଶୂଘର ଯାଇଥିଲେ। ସେଥିପାଇଁ ବେଶ ଖୁସିଥିଲେ। ବାହାଘର କିଛି ଦିନ ପରେ ସ୍ୱାମୀଙ୍କ କର୍ମ କ୍ଷେତ୍ର ବାଲେଶ୍ୱର ସୋରକୁ ଯାଇଥିଲେ। ସ୍ୱାମୀ କର୍ମବୀର ବ୍ୟାଙ୍କରେ ଚାକିରି କରୁଥିବାରୁ ସ୍ତ୍ରୀଙ୍କ ସହ ସୋରରେ ରହୁଥିଲେ। ସେଠାରେ ସ୍ୱାମୀ ସ୍ତ୍ରୀ ବେଶ ହସ ଖୁସିରେ ରହୁଥିଲେ। ପ୍ରତିଦିନ କର୍ମବୀର ଅଫିସ ଯାଉଥିବା ବେଳେ କଲ୍ୟାଣୀ ଘର କାମରେ ବ୍ୟସ୍ତ ରହୁଥିଲେ।

Also Read

ଶୁଖ ଦୁଃଖର ସଂସାର ଭିତରେ ବିତି ଯାଇଥିଲା ଚାରି ବର୍ଷ। ଦୁଇ ଛୁଆର ବାପା ମାଆ ହୋଇଥିଲେ। ଛୁଆଙ୍କ ଲାଳନ ପାଳନରେ ବ୍ୟସ୍ତ ରହୁଥିଲେ କଲ୍ୟାଣୀ। ଏବେ ତୃତୀୟ ସନ୍ତାର ମାଆ ହେବାକୁ ଯାଉଥିଲେ। ଅର୍ଥାତ ସେ ଗର୍ଭବତୀ ଥିଲେ। ହେଲେ ଏହି ଖୁସିର ସଂସାର ଉପରେ ପଡ଼ିଲା କାହାର ନଜର। ଟିକେ ଟିକେ କଥାରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ହେଲା। ଧୀରେ ଧୀରେ ଏହି କଳହ ବଢିବାରେ ଲାଗିଲା। କଲ୍ୟାଣୀଙ୍କୁ କର୍ମବୀର ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ନିର୍ଯାତନା ନେଇ ବାପା ମାଙ୍କୁ ମଧ୍ୟ ଜଣାଇଥିଲେ କର୍ମବୀର।

ବୁଧାବବାର ସକାଳେ ବାପ ଘରକୁ ଫୋନ୍‌ କରିଥିଲେ କଲ୍ୟାଣୀ। ସେ ଅବସାଦରେ ଥିଲା ପରି ଲାଗୁଥିଲେ। ଅପରାହ୍ନ ୪ଟାରେ ଆସିଲା ଦୁଃଖଦ ଖବର। କଲ୍ୟାଣୀଙ୍କ ମୃତ୍ୟୁ ହୋଇଥିବା ଫୋନ୍‌ କଲ ଆସିଥିଲା। ଝିଅର ମୃତ୍ୟୁ ଖବର ଶୁଣି ପରିବାର ଲୋକଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ଧାଇଁ ଯାଇଥିଲେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ। ସେତେବେଳେ ମେଡ଼ିକାଲ ବେଡ଼ରେ ପଡ଼ିଥିଲା କଲ୍ୟାଣୀର ମୃତଦେହ। କଲ୍ୟାଣୀଙ୍କ ରକ୍ତାକ୍ତ ମୃତଦେହ ଥିବାକୁ ପାଇଥିଲେ। ତାଙ୍କ ପେଟକୁ କର୍ମବୀର ଗୋଇଠା ମାରିଥିବା ଅଭିଯୋଗ ହୋଇଛି। ଯେଉଁଥିପାଇଁ ତାଙ୍କର ମୃତ୍ୟୁଘଟିଥିବା ପରିବାର ଲୋକ ଅଭିଯୋଗ କରିଛି। ପରିବାର ଲୋକ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ତେବେ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କରିଛନ୍ତି କର୍ମବୀର। ସେ କହିଛନ୍ତି, ମୋର ତାଙ୍କ ସହିତ ଭଲ ସମ୍ପର୍କ ଥିଲା। କଲ୍ୟାଣୀ ଅସୁସ୍ଥ ହେବାରୁ ସୋର ମେଡିକାଲରେ ନେଇଥିଲି। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ବୋଲି କର୍ମବୀର ସଫେଇ ଦେଇଛନ୍ତି।

ରିପୋର୍ଟ – ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story