Advertisment

ପ୍ରେମିକାକୁ ମାରି ଫ୍ରିଜ୍‌ରେ ରଖିଲା ପ୍ରେମିକ

ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ପ୍ରେମିକାକୁ ମାରି ଫ୍ରିଜ୍‌ରେ ରଖିଲା ପ୍ରେମିକ। ଏକ ଢାବାର ଫ୍ରିଜ୍‌ରୁ ପୁଲିସ୍‌ ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ଦିଲ୍ଲୀର ବାବା ହରିଦାସ ନଗର ଥାନା ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ମୃତ ଯୁବତୀଙ୍କ ନାଁ ନିକ୍କି ଓ ଅଭିଯୁକ୍ତ ପ୍ରେମିକର ନାଁ ସାହିଲ। ସାହିଲଙ୍କ ସହ ନିକ୍କି ଲିଭ୍‌-ଇନ୍‌ ରିଲେସନଶିପ୍‌ରେ ରହୁଥିଲେ। ହେଲେ ସାହିଲ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ଯୋଜନା କରିଥିଲା। ଏହି କାରଣରୁ ସାହିଲ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି।

author-image
Manoj Swain

ଦିଲ୍ଲୀରେ ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ଆଉ ଏକ ଘଟଣା ସାମ୍ନାକୁ ଆସିଛି। ପ୍ରେମିକାକୁ ମାରି ଫ୍ରିଜ୍‌ରେ ରଖିଲା ପ୍ରେମିକ। ଢାବାର ଏକ ଫ୍ରିଜ୍‌ରୁ ପୁଲିସ୍‌ ଯୁବତୀଙ୍କ ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି। ଦିଲ୍ଲୀର ବାବା ହରିଦାସ ନଗର ଥାନା ଅଞ୍ଚଳରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ମୃତ ଯୁବତୀଙ୍କ ନାଁ ନିକ୍କି ଯାଦବ ଓ ଅଭିଯୁକ୍ତ ପ୍ରେମିକର ନାଁ ସାହିଲ ଗେହଲଟ। ସାହିଲଙ୍କ ସହ ନିକ୍କି ଲିଭ୍‌-ଇନ୍‌ ରିଲେସନଶିପ୍‌ରେ ରହୁଥିଲେ। ହେଲେ ସାହିଲ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ ପାଇଁ ଯୋଜନା କରିଥିଲା। ଏହି କାରଣରୁ ସାହିଲ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି। 

Advertisment
Delhi Killing Girlfriend