Advertisment

ଦେଶୀ ମଦକୁ ଲୁଚାଇ ରଖିଥିଲେ ମାଫିଆ

ଦେଶୀ ମଦକୁ ଲୁଚାଇ ରଖିଥିଲେ ମାଫିଆ । ପୁରୁଣା ବାଲେଶ୍ବରର ଦେଶୀ ମଦ ଭାଟିରେ ରେଡ୍ । ଅବକାରୀ ଓ ପୁଲିସ ଟିମ୍‌ର ମିଳିତ ଭାବେ ଚଢାଉ ।

author-image
Manoj Swain

ଦେଶୀ ମଦକୁ ଲୁଚାଇ ରଖିଥିଲେ ମାଫିଆ । ପୁରୁଣା ବାଲେଶ୍ବରର ଦେଶୀ ମଦ ଭାଟିରେ ରେଡ୍ । ଅବକାରୀ ଓ ପୁଲିସ ଟିମ୍‌ର ମିଳିତ ଭାବେ ଚଢାଉ । ମାଟି ତଳେ ପୋତା ଯାଇଛି ପୋଚ ଓ ପଙ୍କ ତଳେ ପୋଚକୁ ଲୁଚାଇ ରଖିଥିଲେ ମାଫିଆ । ଆଜି ଭୋରୁ ହୋଇଥିବା ଚଢ଼ାଉରେ ପୁରୁଣା ବାଲେଶ୍ୱର ଅଞ୍ଚଳରେ ପ୍ରାୟ ୩୫ ହଜାର ଲିଟରରୁ ଅଧିକ ପୋଚ ନଷ୍ଟ କରାଯାଇଛି। ତାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି। ପୁରୁଣା ବାଲେଶ୍ୱର ଅଞ୍ଚଳରେ ଦୀର୍ଘ ବର୍ଷ ଧରି ଏମିତି ଦେଶୀ ମଦ ଭାଟି ଚାଲି ଆସୁଥିଲା। 

Advertisment
Odisha Balasore