Advertisment

‘ଖଣି ଲୁଟ୍ କରିବାକୁ ଦିଆଯିବ ନାହିଁ’

ରାତିରେ ଚୋରା ବାଲି ଚାଲାଣ ବେଳେ ଅଟକାଇଥିଲେ ମନ୍ତ୍ରୀ।

Advertisment

ଆକ୍ସନ ମୁଡ୍‌ର ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା। ଚୋରା ବାଲି ଗାଡ଼ି ଅଟକାଇବା ସହ ସଙ୍ଗେ ସଙ୍ଗେ ଆକ୍ସନ ନେବାକୁ ଦେଲେ ନିର୍ଦ୍ଦେଶ। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ନୟାଗଡ଼ ଆରଟିଓ, ଖଣି ବିଭାଗ ଏବଂ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ। ପଡ଼ିଲା ଲକ୍ଷାଧିକ ଟଙ୍କାର ଜୋରିମାନା। ନୟାଗଡ଼ ଜିଲ୍ଲା କଣ୍ଟିଲୋ ନିକଟ ବରକୋଳି ଅଞ୍ଚଳରେ ଗତକାଲି ରାତିରେ ଚୋରା ବାଲି ଚାଲାଣ ବେଳେ ଅଟକାଇଥିଲେ ମନ୍ତ୍ରୀ। 

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe