ଗଞ୍ଜେଇକୁ ଦେହରେ ବାନ୍ଧି ଚାଲାଣ କରୁଥିଲେ ଯୁବକ। ରାସ୍ତାରୁ ଗିରଫ କଲା ପୁଲିସ। ଗିରଫ ଯୁବକଙ୍କ ନାଁ ହେଉଛି ମଣିକାନ୍ତ। ତାଙ୍କ ଘର ଛତିଶଗଡ଼ ଅଞ୍ଚଳର ଡୁରୁୱାପାରା ଗ୍ରାମରେ।
କୋରାପୁଟ ଜିଲ୍ଲାରେ ଜଣେ ଯୁବକ ଦେହରେ ସେଲୋଟେପ୍ ଗୁଡ଼ାଇ ଗଞ୍ଜେଇ ଚାଲାଣ କରୁଥିଲା। ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ନେଇ ବାଞ୍ଜଲାପୁଟ ବସଷ୍ଟାଣ୍ଡ ନିକଟରେ ଗାଡ଼ି ମୋଟର ଯାଞ୍ଚ କରୁଥିଲା। ଠିକ୍ ସେଇ ସମୟରେ ମଣିକାନ୍ତ ବସ୍କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ।
Also Read
ପୁଲିସ ତାଙ୍କୁ ସନ୍ଦେହରେ ଯାଞ୍ଚ କଲାବେଳେ ତାଙ୍କ ଶରୀରରୁ ୭ କେଜି ଗଞ୍ଜେଇ ଓ ବ୍ୟାଗରୁ ୧୫ କେଜିର ଗଞ୍ଜେଇ ବାହାରିଥିଲା। ମୋଟ ୨୨ କେଜ ଗଞ୍ଜେଇ ଜବତ କରିବା ସହିତ ମଣିକାନ୍ତକୁ ପୁଲିସ ଗିରଫ କରିଛି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଓଡ଼ିଶା-ଛତିଶଗଡ଼ ସୀମାରେ ନକ୍ସଲ କ୍ୟାମ୍ପ୍ ଠାବ; ବିପୁଳ ନକ୍ସଲ ସାମଗ୍ରୀ ଜବତ
ନକ୍ସଲ କ୍ୟାମ୍ପରୁ ବନ୍ଧୁକ ସମେତ ଅନ୍ୟ ନକ୍ସଲ ସାମଗ୍ରୀ ଜବତ ହୋଇଛି।
Crime
ଆୟଠାରୁ ୨୮୦% ଅଧିକ ସମ୍ପତ୍ତି ଠୁଳ କରି ବନ୍ଧା ହେଲେ ଖାଦ୍ୟ ଯୋଗାଣ ଅଧିକାରୀ
ସିଏସ୍ଓ ସୁରେଶ କୁମାର ପାଣିଗ୍ରାହୀଙ୍କ ସମସ୍ତ ସମ୍ପତ୍ତି ଠାବ କରି ତା’ର ହିସାବ କଲାପରେ ତାଙ୍କ ଆୟ ଓ ବ୍ୟୟର ହିସାବ କରାଯାଇଥିଲା ଏବଂ ସେ ତାଙ୍କ ଆୟଠାରୁ ୨୮୦% ସଂପତ୍ତି ଠୁଳ କରିଥିବା ଜଣାପଡ଼ିଛି।
Crime
କୋଟିପତି ଯୋଗାଣ ଅଧିକାରୀ ଗିରଫ
ବ୍ୟାଙ୍କରେ ସୁରେଶ କୁମାର ପାଣିଗ୍ରାହୀଙ୍କର କେବଳ ୧.୭୨ କୋଟି ଟଙ୍କାର ଜମା ରହିଛି।
Crime
ନାବାଳକ ଛାତ୍ର ସହ ସେକ୍ସ କରିଥିଲେ ଶିକ୍ଷୟିତ୍ରୀ, ମିଳିଲା ୩୦ ବର୍ଷ ଜେଲ୍
ଅଷ୍ଟମ ଶ୍ରେଣୀ ଛାତ୍ରକୁ ମଦ, ଗଞ୍ଜେଇ ଭଳି ନିଶାଦ୍ରବ୍ୟ ଦେଇ ତା' ସହ ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲେ ଶିକ୍ଷୟିତ୍ରୀ। ଅଭିଯୋଗ ପରେ କରିଥିଲେ ଆତ୍ମସମର୍ପଣ।