Advertisment

ପୁଲିସକୁ ବାନ୍ଧିଲା ପୁଲିସ

ତରଭା ଥାନା ଆଗରେ ଅଦିନିଆ ଦୀପାବଳି ପାଳନ ହେଉଛି । କାରଣ ଦୀର୍ଘ ଦିନରୁ ଖାକିବର୍ଦ୍ଦିରେ ଗଂଜେଇ ଚାଲାଣ କରୁଥିବା ଗୃହରକ୍ଷୀ ବିଜୟ ସାହୁ ଗିରଫ ହୋଇ ଜେଲ ଯାଇଛି ।

author-image
Manoj Swain

ତରଭା ଥାନା ଆଗରେ ଅଦିନିଆ ଦୀପାବଳି ପାଳନ ହେଉଛି । କାରଣ ଦୀର୍ଘ ଦିନରୁ ଖାକିବର୍ଦ୍ଦିରେ ଗଂଜେଇ ଚାଲାଣ କରୁଥିବା ଗୃହରକ୍ଷୀ ବିଜୟ ସାହୁ ଗିରଫ ହୋଇ ଜେଲ ଯାଇଛି । ସୋନପୁର ପୁଲିସର ଗେହ୍ଳାପୁଅ ହୋମଗାର୍ଡ ବିଜୟ ସାହୁକୁ ଗଂଜେଇ ଚାଲାଣ ବେଳେ ରଂଗେହାତ ଗିରଫ କରି ଜେଲ ପଠାଇଛି ବଲାଙ୍ଗିର ପୁଲିସ ।

Advertisment
Odisha Balangir