ପୋଲିସକୁ ବାନ୍ଧିଲା ପୋଲିସ | Odisha Reporter
Advertisment
ତରଭା ଥାନା ଆଗରେ ଅଦିନିଆ ଦୀପାବଳି ପାଳନ ହେଉଛି । କାରଣ ଦୀର୍ଘ ଦିନରୁ ଖାକିବର୍ଦ୍ଦିରେ ଗଂଜେଇ ଚାଲାଣ କରୁଥିବା ଗୃହରକ୍ଷୀ ବିଜୟ ସାହୁ ଗିରଫ ହୋଇ ଜେଲ ଯାଇଛି । ସୋନପୁର ପୁଲିସର ଗେହ୍ଳାପୁଅ ହୋମଗାର୍ଡ ବିଜୟ ସାହୁକୁ ଗଂଜେଇ ଚାଲାଣ ବେଳେ ରଂଗେହାତ ଗିରଫ କରି ଜେଲ ପଠାଇଛି ବଲାଙ୍ଗିର ପୁଲିସ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us