Advertisment

ରାସ୍ତାରୁ ଗାଏବ ହୋଇଯାଉଛି ଟ୍ରକ !

ରାଉରକେଲାରୁ ଝାଡ଼ଖଣ୍ଡ ରାସ୍ତା ଦେଇ ଉତ୍ତରପ୍ରଦେଶ, ଦିଲ୍ଲୀ, ହରିଆଣା ଯିବା ବାଟରେ ଏମିତି ଘଟଣା ସାମନାକୁ ଆସୁଛି। ଗାଡ଼ି ସହ ଡ୍ରାଇଭ ଓ ହେଲପରଙ୍କ ପତ୍ତା ମିଳୁ ନଥିବା ଅଭିଯୋଗ ହୋଇଛି।

author-image
Biswajit Samal
ଅଦ୍ୟତନ ହୋଇଛି
Police

Police

ରାଉରକେଲାରୁ ରାଜ୍ୟ ବାହାରକୁ ଯିବା ବାଟରେ ଟ୍ରକ ଗାଏବ। ଅଧା ବାଟରୁ ଗାଡ଼ି ସହ ଡ୍ରାଇଭର ନିଖୋଜ ହୋଇଯାଉଥିବା ଅଭିଯୋଗ ହୋଇଛି।

Advertisment

ରାଉରକେଲାରୁ ଝାଡ଼ଖଣ୍ଡ ରାସ୍ତା ଦେଇ ଉତ୍ତରପ୍ରଦେଶ, ଦିଲ୍ଲୀ, ହରିଆଣା ଯିବା ବାଟରେ ଏମିତି ଘଟଣା ସାମନାକୁ ଆସୁଛି। ଗାଡ଼ି ସହ ଡ୍ରାଇଭ ଓ ହେଲପରଙ୍କ ପତ୍ତା ମିଳୁ ନଥିବା ଅଭିଯୋଗ ହୋଇଛି। ଏନେଇ ବ୍ରାହ୍ମଣୀତରଙ୍ଗ ଥାନାରେ ମାମଲା ରୁଜୁ ପରେ ଖୋଳତାଡ଼ କରୁଛି ପୁଲିସ।

ଏନେଇ ରାଉରକେଲା ଏସପି କହିଛନ୍ତି, ଦୁଇଟି ଟ୍ରକ ନିଖୋଜ ନେଇ ରିପୋର୍ଟ ହୋଇଛି। ଏଦିଗରେ ତଦନ୍ତ ଚାଲିଛି।

Advertisment
Truck