Advertisment

ମୋବାଇଲ ପାଇଁ ସ୍ୱାମୀକୁ ହାଣିଲା ସ୍ତ୍ରୀ !

ମୋବାଇଲ ପାଇଁ ସ୍ୱାମୀକୁ ହାଣିଦେଲେ ସ୍ତ୍ରୀ ! ସାମାନ୍ୟ ମୋବାଇଲ ପାଇଁ ପନିକିରେ ସ୍ୱାମୀକୁ ହାଣିଦେଲେ ସ୍ତ୍ରୀ। ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରୁ ଆସିଛି ଏମିତି ଏକ ଅଭିଯୋଗ ସ୍ୱାମୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ମହିଳା ଜଣଙ୍କ ଫେରାର ହୋଇଯାଇଛନ୍ତି।

author-image
Manoj Swain

Balangir Crime Wife