ମୋବାଇଲ ପାଇଁ ସ୍ୱାମୀ ମୁଣ୍ଡକୁ ଚୋଟେ | Wife Attacked Husband For Mobile In Balangir | Odisha Reporter
Advertisment
ମୋବାଇଲ ପାଇଁ ସ୍ୱାମୀକୁ ହାଣିଦେଲେ ସ୍ତ୍ରୀ ! ସାମାନ୍ୟ ମୋବାଇଲ ପାଇଁ ପନିକିରେ ସ୍ୱାମୀକୁ ହାଣିଦେଲେ ସ୍ତ୍ରୀ। ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ କେସେରକେଲା ଗାଁରୁ ଆସିଛି ଏମିତି ଏକ ଅଭିଯୋଗ ସ୍ୱାମୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅଭିଯୁକ୍ତ ମହିଳା ଜଣଙ୍କ ଫେରାର ହୋଇଯାଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us