ବିଜେଡି ଲିଙ୍କ୍‌ରେ ସବୁ?

  • Published: Friday, 31 March 2023
  • , Updated: 31 March 2023, 11:52 AM IST

ପିଲାଙ୍କ ଭବିଷ୍ୟତ ସହ ହେଉଥିବା ଖେଳରେ ଏବେ ବିଜେଡିର ଲିଙ୍କ୍। ବଲାଙ୍ଗିର ଜାଲ ସାର୍ଟିଫିକେଟ୍ ଘଟଣା କଥା ନିଆଯାଉ। ଏହାର ମାଷ୍ଟର ମାଇଣ୍ଡ ଥିବା ମନୋଜ ମିଶ୍ରଙ୍କ ରହିଛି ବିଜେଡି ଲିଙ୍କ। ବିଜେଡି ବିଧାୟକ ସୁଶାନ୍ତ ସିଂହଙ୍କ ସହ ମନୋଜଙ୍କ ଫଟୋ ଦେଖାଇ ବିଜେପି, କଂଗ୍ରେସ ସରକାରୀ ଦଳକୁ ଟାର୍ଗେଟ କରିଛନ୍ତି। 

Related story