Advertisment

ନକଲି ସୁନା ରଖି ଅସଲି ନେଇଗଲେ

ନକଲି ସୁନା ରଖି ବ୍ୟାଙ୍କରୁ ଅସଲି ସୁନା ନେଇଗଲେ ବଣିଆ। ବ୍ୟାଙ୍କ ଭକୁଆ। ଚିନ୍ତାରେ ବ୍ୟାଙ୍କ ଗ୍ରାହକ। ଏପରି ଚିତ୍ର ଆସିଛି ନୟାଗଡ଼ ଜିଲ୍ଲାରୁ। ୮୫ ଲକ୍ଷ ଟଙ୍କା ହଡପ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ଖୋଳତାଡ ଆରମ୍ଭ କରିଛି ପୁଲିସ।

author-image
Manoj Swain

ନକଲି ସୁନା ରଖି ବ୍ୟାଙ୍କରୁ ଅସଲି ସୁନା ନେଇଗଲେ ବଣିଆ। ବ୍ୟାଙ୍କ ଭକୁଆ। ଚିନ୍ତାରେ ବ୍ୟାଙ୍କ ଗ୍ରାହକ। ଏପରି ଚିତ୍ର ଆସିଛି ନୟାଗଡ଼ ଜିଲ୍ଲାରୁ। ୮୫ ଲକ୍ଷ ଟଙ୍କା ହଡପ୍‌ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ଖୋଳତାଡ ଆରମ୍ଭ କରିଛି ପୁଲିସ।

Advertisment
Gold Thief Bankfraud Nayagarh